ETV Bharat / city

Odisha Corona: ଦିନକରେ 872 ସଂକ୍ରମିତ ଚିହ୍ନଟ - ଓଡିଶା କୋରୋନା ଖବର

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 872 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona: ଦିନକରେ  872 ସଂକ୍ରମିତ ଚିହ୍ନଟ

author img

By

Published : Jul 17, 2022, 10:18 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ସଂକ୍ରମଣ । ଲଗାତାର 2 ଦିନ ସଂକ୍ରମଣ ଏକ ହଜାର ପାର କରିଥିବା ବେଳେ ଆଜି ଏହା ସାମାନ୍ୟ ତଳକୁ ଖସିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 872 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 512 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 360 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 123 ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 282 ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୋଳରୁ 4, ବାଲେଶ୍ବର 8, ବରଗଡରୁ 9, ଭଦ୍ରକ 6, ବଲାଙ୍ଗୀରରୁ 7, ବୌଦ୍ଧ 11, କଟକରୁ 96, ଦେଓଗଡରୁ 2, ଢେଙ୍କାନାଳରୁ 1, ଗଜପତିରୁ 3, ଗଞ୍ଜାମରୁ 8, ଜଗତସିଂହପୁର 16, ଯାଜପୁରରୁ 12, ଝାରସୁଗୁଡାରୁ 16, କଳାହାଣ୍ଡିରୁ 5, କନ୍ଧମାଳରୁ 5, କେନ୍ଦ୍ରାପଡାରୁ 8, କେନ୍ଦୁଝରରୁ 1, କୋରାପୁଟରୁ 12, ମୟୂରଭଞ୍ଜରୁ 59, ନୟାଗଡରୁ 19, ନୂଆପଡାରୁ 7, ପୁରୀରୁ 19, ରାୟଗଡାରୁ 6, ସମ୍ବଲପୁରରୁ 23, ସୋନପୁରରୁ 26, ସୁନ୍ଦରଗଡରୁ 144 ଓ ଷ୍ଟେଟପୁଲରୁ 61 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12,99,112 ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 5696 ସକ୍ରିୟ ମାମଲା ରହିଛି । ନୂଆ 552ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12,84,235 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.