ETV Bharat / city

Odisha Corona Report: ଦିନକରେ ୪୮ ପଜିଟିଭ ଚିହ୍ନଟ - ଓଡିଶା କୋରୋନା ରିପୋର୍ଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୮କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକରେ ୪୮ ପଜିଟିଭ ଚିହ୍ନଟ
ଦିନକରେ ୪୮ ପଜିଟିଭ ଚିହ୍ନଟ
author img

By

Published : Mar 27, 2022, 9:42 AM IST

ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନାର ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୬ କିଶୋର କିଶୋରୀ ରହିଥିବା ବେଳେ ୨୯କ୍ବାରେଣ୍ଟାଇନ ସେଣ୍ଟର ଓ ୧୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ୪, ଭଦ୍ରକରୁ ୧, ବଲାଙ୍ଗୀରରୁ ୯, କଟକରୁ ୧, ଗଜପତିରୁ ୭, ଯାଜପୁରରୁ ୨, କେନ୍ଦ୍ରାପଡାରୁ ୩, ଖୋର୍ଦ୍ଧାରୁ ୬,ଝାରସୁଗୁଡାରୁ ୩, ସମ୍ବଲପୁରରୁ ୩, ସୁନ୍ଦରଗଡରୁ ୮ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର, ୪୬୯ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୪୧୯ ସକ୍ରିୟ ମାମଲା ରହିଛି । ମୋଟ ୧୨ ଲକ୍ଷ ୭୭ ହଜାର ୮୭୯ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ହାର ହ୍ରାସ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ସଂକ୍ରମଣ କମିଲେ ମଧ୍ୟ ନିୟମକୁ ଅଣଦେଖା ନ କରିବା ଭଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.