ETV Bharat / city

Odisha Corona Report: ଦିନକରେ ୪୩ ପଜିଟିଭ ଚିହ୍ନଟ - କୋରୋନା ପଜିଟିଭ ରିପୋର୍ଟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକରେ ୪୩ ପଜିଟିଭ ଚିହ୍ନଟ
ଦିନକରେ ୪୩ ପଜିଟିଭ ଚିହ୍ନଟ
author img

By

Published : Mar 28, 2022, 9:23 AM IST

ଭୁବନେଶ୍ବର: ରାଜ୍ୟରେ ତଳ ମୁହାଁ କୋରୋନାର ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୫ କିଶୋର କିଶୋରୀ ରହିଥିବା ବେଳେ ୩୫ କ୍ବାରେଣ୍ଟାଇନ ସେଣ୍ଟର ଓ ୧୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ୧, ବରଗଡରୁ ୧, ବଲାଙ୍ଗୀରରୁ ୨, କଟକରୁ ୪, ଗଜପତିରୁ ୫, ଗଞ୍ଜାମରୁ ୧, ଯାଜପୁରରୁ ୩, ଖୋର୍ଦ୍ଧାରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ ୪, ସମ୍ବଲପୁରରୁ ୯, ସୁନ୍ଦରଗଡରୁ ୧ ଓ ଷ୍ଟେଟପୁଲରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର, ୫୧୨ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୪୧୯ ସକ୍ରିୟ ମାମଲା ରହିଛି । ମୋଟ ୧୨ ଲକ୍ଷ ୭୭ ହଜାର ୯୨୧ ଜଣ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ହାର ହ୍ରାସ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ସଂକ୍ରମଣ କମିଲେ ମଧ୍ୟ ନିୟମକୁ ଅଣଦେଖା ନ କରିବା ଭଲ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.