ETV Bharat / city

Odisha Corona Report: 500 ତଳେ ସଂକ୍ରମଣ

author img

By

Published : Feb 22, 2022, 10:45 AM IST

ଗତ 24 ଘଣ୍ଟାରେ 428 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 136 କିଶୋର କିଶୋରୀ ରହିଛନ୍ତି । ଅଧିକ ପଢନ୍ତୁ

Odisha Corona Report: 500 ତଳେ ସଂକ୍ରମଣ
Odisha Corona Report: 500 ତଳେ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନାର ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ 428 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 136 କିଶୋର କିଶୋରୀ ରହିଥିବା ବେଳେ 249 କ୍ବାରେଣ୍ଟାଇନ ସେଣ୍ଟର ଓ 179 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 46ଟି ମାମଲା ରହିଥିବା ବେଳେ ଅନୁଗୋଳରୁ 15, ବାଲେଶ୍ବରରୁ 5, ବରଗଡରୁ5, ବଲାଙ୍ଗୀରରୁ 1, ବୌଦ୍ଧରୁ 1, କଟକରୁ 27, ଦେବଗଡରୁ 16, ଢେଙ୍କାନାଳରୁ 3, ଗଜପତିରୁ 28, ଗଞ୍ଜାମରୁ 4, ଜଗତସିଂହପୁରରୁ4, ଯାଜପୁରରୁ 16, ଝାରସୁଗୁଡାରୁ 15, କଳାହାଣ୍ଡିରୁ 3, କନ୍ଧମାଳରୁ 8, କେନ୍ଦ୍ରାପଡାରୁ 35, କେନ୍ଦୁଝରରୁ 9, କୋରାପୁଟରୁ 19, ମାଲକାନଗିରିରୁ 3, ମୟୂରଭଞ୍ଜରୁ 11ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ 4, ନୟାଗଡରୁ 7, ନୂଆପଡାରୁ 5, ପୁରୀରୁ 2, ରାୟଗଡାରୁ 13, ସମ୍ବଲପୁରରୁ 14, ସୋନପୁର 4, ସୁନ୍ଦରଗଡରୁ 96 ଓ ଷ୍ଟେଟପୁଲରୁ 9 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12, 69,253ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.