ETV Bharat / city

Odisha Covid Cases: ରାଜ୍ୟରେ ନୂଆ 260 ସଂକ୍ରମିତ ଚିହ୍ନଟ - ରାଜ୍ୟ କୋରୋନା ସଂକ୍ରମିତ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 260 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ରାଜ୍ୟରେ ନୂଆ 260 ସଂକ୍ରମିତ ଚିହ୍ନଟ
ରାଜ୍ୟରେ ନୂଆ 260 ସଂକ୍ରମିତ ଚିହ୍ନଟ
author img

By

Published : Sep 14, 2022, 9:50 AM IST

ଭୁବନେଶ୍ବର: ରାଜ୍ୟରେ ନିୟନ୍ତ୍ରଣାଧୀନ ରହିଛି କୋରୋନା ସଂକ୍ରମଣ । ହେଲେ ଦୈନିକ ତୁଳନାରେ କମୁଛି ବଢୁଛି ସଂକ୍ରମଣ । ଗତକାଲି (ମଙ୍ଗଳବାର) ଚିହ୍ନଟ ଆକ୍ରାନ୍ତଙ୍କଠୁ ଆଜି (ବୁଧବାର) ମାମଲା ଅଧିକ ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 260 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 260 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 152 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 108 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 29 କିଶୋର ଆକ୍ରାନ୍ତ ହୋଇଛନ୍ତି ।

  • Covid-19 Report For 13th Sept

    New Positive Cases: 260
    Of which 0-18 years: 29
    In quarantine: 152
    Local contacts: 108

    (Details of local contacts will be shared by concerned District)

    1. Angul: 1
    2. Balasore: 9
    3. Bargarh: 4
    4. Balangir: 9
    5. Cuttack: 10
    6. Deogarh: 4

    — I & PR Department, Odisha (@IPR_Odisha) September 14, 2022 " class="align-text-top noRightClick twitterSection" data=" ">

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 9, ବରଗଡରୁ 4, ବଲାଙ୍ଗୀରରୁ 9, କଟକରୁ 10, ଦେବଗଡରୁ 4, ଢେଙ୍କାନାଳରୁ 1, ଗଞ୍ଜାମରୁ 2, ଜଗତସିଂହପୁରରୁ 5, ଯାଜପୁରରୁ 5, ଝାରସୁଗୁଡାରୁ 1, କଳାହାଣ୍ଡିରୁ 19, କନ୍ଧମାଳରୁ 2, କେନ୍ଦ୍ରାପଡାରୁ 5, ଖୋର୍ଦ୍ଧାରୁ 45 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ 6, ନବରଙ୍ଗପୁରରୁ 5, ନୟାଗଡରୁ 12, ନୂଆପଡାରୁ 29, ପୁରୀରୁ 7, ରାୟଗଡାରୁ 4, ସମ୍ବଲପୁରରୁ 19, ସୋନପୁରରୁ 6, ସୁନ୍ଦରଗଡରୁ 41 ଓ ଷ୍ଟେଟପୋଲରୁ 9 ଜଣ ସଂକ୍ରମିତ ହୋଇଛନ୍ତି ।

ଏହା ବି ପଢନ୍ତୁ... ପିପିଲିରେ ଯୁବକଙ୍କୁ ବୀଭତ୍ସ ହତ୍ୟା, ମର୍ଡର ପରେ ମୁଣ୍ଡ-ଗଣ୍ଡି ଅଲଗା କଲା ଦୁର୍ବୃତ୍ତ

ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 30 ହଜାର 853ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1674 ସକ୍ରିୟ ମାମଲା ରହିଛି । ନୂଆ 353 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 19 ହଜାର 941 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,33,68, 240 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ କମିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ କଡ ଲେଉଟାଇପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.