ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 159 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି(Odisha Reports 159 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 93 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 66 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 18 କିଶୋର ଆକ୍ରାନ୍ତ ହୋଇଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 1, ବରଗଡରୁ 7, ବଲାଙ୍ଗୀରରୁ 7, କଟକରୁ 26, ଦେବଗଡରୁ 3, ଢେଙ୍କାନାଳରୁ 4, ଗଞ୍ଜାମରୁ 4, ଜଗତସିଂହପୁରରୁ 6, ଯାଜପୁରରୁ 3, ଝାରସୁଗୁଡାରୁ 1, କଳାହାଣ୍ଡିରୁ 4, କନ୍ଧମାଳରୁ 4, କେନ୍ଦ୍ରାପଡାରୁ 1, ଖୋର୍ଦ୍ଧାରୁ 28 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 2, ମୟୂରଭଞ୍ଜରୁ 2, ନବରଙ୍ଗପୁରରୁ 4, ନୟାଗଡରୁ 5, ନୂଆପଡାରୁ 7, ପୁରୀରୁ 10, ରାୟଗଡାରୁ 1, ସମ୍ବଲପୁରରୁ 3, ସୋନପୁରରୁ 4, ସୁନ୍ଦରଗଡରୁ 17 ଓ ଷ୍ଟେଟପୋଲରୁ 6 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 30 ହଜାର 593 ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1767 ସକ୍ରିୟ ମାମଲା ରହିଛି ।
-
Covid-19 Report For 12th Sept
— I & PR Department, Odisha (@IPR_Odisha) September 13, 2022 " class="align-text-top noRightClick twitterSection" data="
New Positive Cases: 159
Of which 0-18 years: 18
In quarantine: 93
Local contacts: 66
(Details of local contacts will be shared by concerned District)
1. Balasore: 1
2. Bargarh: 7
3. Balangir: 7
4. Cuttack: 26
5. Deogarh: 3
6. Dhenkanal: 3
">Covid-19 Report For 12th Sept
— I & PR Department, Odisha (@IPR_Odisha) September 13, 2022
New Positive Cases: 159
Of which 0-18 years: 18
In quarantine: 93
Local contacts: 66
(Details of local contacts will be shared by concerned District)
1. Balasore: 1
2. Bargarh: 7
3. Balangir: 7
4. Cuttack: 26
5. Deogarh: 3
6. Dhenkanal: 3Covid-19 Report For 12th Sept
— I & PR Department, Odisha (@IPR_Odisha) September 13, 2022
New Positive Cases: 159
Of which 0-18 years: 18
In quarantine: 93
Local contacts: 66
(Details of local contacts will be shared by concerned District)
1. Balasore: 1
2. Bargarh: 7
3. Balangir: 7
4. Cuttack: 26
5. Deogarh: 3
6. Dhenkanal: 3
ଏହା ବି ପଢନ୍ତୁ- ଆଜିଠୁ +2 ଦୁଇ ଇନଷ୍ଟାଣ୍ଟ ପରୀକ୍ଷା
ନୂଆ 209 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 19 ହଜାର 588 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,33,54,414 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ ଆସିପାରେ ।