ETV Bharat / city

ବଦଳିଲା ଗ୍ଲୋବାଲ ଟେଣ୍ଡର ସର୍ତ୍ତ

ବର୍ତ୍ତମାନ ସମୟରେ ଦେଶରେ ଟିକାକୁ ନେଇ ଘୋର ସମସ୍ୟା ଦେଖିବାକୁ ମିଳୁଛି । ଯାହାକୁ ନେଇ ଟିକା ପାଇଁ ନିୟମରେ କୋହଳ କରିଛନ୍ତି ରାଜ୍ୟ ଔଷଧ ନିଗମ ।  ଅଧିକ ପଢନ୍ତୁ...

ଟୀକା ପାଇଁ ନିୟମରେ କୋହଳ କଲା ରାଜ୍ୟ ଔଷଧ ନିଗମ

author img

By

Published : Jun 1, 2021, 8:04 PM IST

Updated : Jun 1, 2021, 8:20 PM IST

ଭୁବନେଶ୍ବର: ଟିକାକୁ ନେଇ ସାରା ଦେଶରେ ଏବେ ଚିନ୍ତାର କାରଣ ପାଲଟିଛି । ଯାହାକୁ ନେଇ ରାଜ୍ୟରେ ଟିକା ପାଇଁ ନିୟମ ହେଲା କୋହଳ । ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ବିଦେଶୀ ଟିକା କ୍ରୟ କରିଥାନ୍ତେ, କିନ୍ତୁ ଟିକା ପାଇଁ ନିୟମରେ କୋହଳ କରିଛନ୍ତି ରାଜ୍ୟ ଔଷଧ ନିଗମ ।

ସେହିପରି ଟିକା ଗ୍ଲୋବାଲ ଟେଣ୍ଡର ନିୟମରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଟିକା ଉତ୍ପାଦନକାରୀଙ୍କୁ ଆକର୍ଷିତ କରିବାକୁ ରାଜ୍ୟ ସରକାର ନିୟମରେ କୋହଳ କରିଛନ୍ତି । ପୂର୍ବରୁ ଡ଼ିସିଜିଆଇର ମଞ୍ଜୁରୀ ରହିଥିଲା । ଏବେ ବିନା ଡ଼ିସିଜିଆଇ ମଞ୍ଜୁରୀରେ ବିଡିଂ ରେ ଭାଗ ନେଇପାରିବେ କମ୍ପାନୀ । ନିଜ ଦେଶର ନୀତି ନିର୍ଦ୍ଧାରଣ ସଂସ୍ଥା ମଞ୍ଜୁରୀ କରିଥିଲେ ବିଡିଂକୁ ଆସିପାରିବେ । ନିୟମରେ ସଂଶୋଧନ ନେଇ ରାଜ୍ୟ ଔଷଧ ନିଗମ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jun 1, 2021, 8:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.