ଭୁବନେଶ୍ବର: ଗତକାଲି 2022-23 ଆର୍ଥିକ ବର୍ଷର ବଜେଟ ଲୋକସଭାରେ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୯ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଘୋଷଣା କରିଛନ୍ତି । ଓଡିଶାକୁ 9734 କୋଟି ଟଙ୍କାର ରେଳ ବଟେଜ ରହିଛି । ତେବେ ଓଡିଶାର ରେଳବାଇର ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଛି ।
-
भारतीय रेल देश में रेलवे कनेक्टिविटी बढ़ाने के लिए प्रतिबद्ध है।
— Ministry of Railways (@RailMinIndia) February 2, 2022 " class="align-text-top noRightClick twitterSection" data="
इस वर्ष के बजट में ओडिशा में नई लाइनों के निर्माण/आमान परिवर्तन/दोहरीकरण से जुड़ी 4,643 किलोमीटर लंबी 37 परियोजनाओं के लिए रिकॉर्ड 9,734 करोड़ रुपये आवंटित किए गए हैं।#AatmaNirbharBharatKaBudget#Budget2022 pic.twitter.com/9ctEQbIhuD
">भारतीय रेल देश में रेलवे कनेक्टिविटी बढ़ाने के लिए प्रतिबद्ध है।
— Ministry of Railways (@RailMinIndia) February 2, 2022
इस वर्ष के बजट में ओडिशा में नई लाइनों के निर्माण/आमान परिवर्तन/दोहरीकरण से जुड़ी 4,643 किलोमीटर लंबी 37 परियोजनाओं के लिए रिकॉर्ड 9,734 करोड़ रुपये आवंटित किए गए हैं।#AatmaNirbharBharatKaBudget#Budget2022 pic.twitter.com/9ctEQbIhuDभारतीय रेल देश में रेलवे कनेक्टिविटी बढ़ाने के लिए प्रतिबद्ध है।
— Ministry of Railways (@RailMinIndia) February 2, 2022
इस वर्ष के बजट में ओडिशा में नई लाइनों के निर्माण/आमान परिवर्तन/दोहरीकरण से जुड़ी 4,643 किलोमीटर लंबी 37 परियोजनाओं के लिए रिकॉर्ड 9,734 करोड़ रुपये आवंटित किए गए हैं।#AatmaNirbharBharatKaBudget#Budget2022 pic.twitter.com/9ctEQbIhuD
ଚଳିତ ବଜେଟରେ ଓଡିଶାର ପାଇଁ ବିଭିନ୍ନ ରେଳ ପ୍ରକଳ୍ପର ପାଇଁ ଅର୍ଥର ବ୍ୟବସ୍ଥା କରାଯାଇଛି। ଏନେଇ ଆଜି ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ।
- ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୮୯୧ କୋଟି
- ଅନୁଗୋଳ-ସୁକିନ୍ଦା ରେଳ ଲାଇନ ପାଇଁ ପାଇଁ ୪୭୫ କୋଟି
- ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୮୫ କୋଟି
- ତାଳଚେର-ବିମଳାଗଡ ରେଳ ଲାଇନ ପାଇଁ ୨୫୦ କୋଟି
- ଜୟପୁର-ମାଲକାନଗିର ରେଳ ଲାଇନ ପାଇଁ ୧୩.୮ କୋଟି
- ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ୮୧ କୋଟି
- ନୂଆପଡା-ଗୁଣପୁର-ଥେରୁବାଲି ରେଳ ଲାଇନ ପାଇଁ ୧୦ କୋଟି
- ଖୋର୍ଦ୍ଧା-ବାରଙ୍ଗ ରେଳଲାଇନ ପାଇଁ ୧୬୪ କୋଟି
- ସମ୍ବଲପୁର-ଟିଟଲାଗଡ ରେଳଲାଇନ ପାଇଁ ୭୯.୫ କୋଟି
- ବାଂଶପାଣି-ଦୈତାରୀ-ତୋମକା-ଜଖାପୁର ରେଳଲାଇନ ପାଇଁ ୩୦୦ କୋଟି
- ସମ୍ବଲପୁର ତାଳତେଲ ରେଳ ଲାଇନ ପାଇଁ ୧୭୨ .୫ କୋଟି
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ