ETV Bharat / city

Budget 2022-23: ଓଡିଶା ପାଇଁ 9734 କୋଟିର ରେଳ ବଜେଟ

author img

By

Published : Feb 2, 2022, 6:46 PM IST

Updated : Feb 2, 2022, 10:40 PM IST

ଓଡିଶାକୁ 9734 କୋଟି ଟଙ୍କାର ରେଳ ବଜେଟ ରହିଛି । ତେବେ ଓଡିଶାର ରେଳବାଇର ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

Budget 2022-23 : ଓଡିଶା ପାଇଁ ୯୨୫୪ କୋଟି ରେଳ ବଜେଟ

ଭୁବନେଶ୍ବର: ଗତକାଲି 2022-23 ଆର୍ଥିକ ବର୍ଷର ବଜେଟ ଲୋକସଭାରେ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୯ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଘୋଷଣା କରିଛନ୍ତି । ଓଡିଶାକୁ 9734 କୋଟି ଟଙ୍କାର ରେଳ ବଟେଜ ରହିଛି । ତେବେ ଓଡିଶାର ରେଳବାଇର ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଛି ।

  • भारतीय रेल देश में रेलवे कनेक्टिविटी बढ़ाने के लिए प्रतिबद्ध है।

    इस वर्ष के बजट में ओडिशा में नई लाइनों के निर्माण/आमान परिवर्तन/दोहरीकरण से जुड़ी 4,643 किलोमीटर लंबी 37 परियोजनाओं के लिए रिकॉर्ड 9,734 करोड़ रुपये आवंटित किए गए हैं।#AatmaNirbharBharatKaBudget#Budget2022 pic.twitter.com/9ctEQbIhuD

    — Ministry of Railways (@RailMinIndia) February 2, 2022 " class="align-text-top noRightClick twitterSection" data=" ">

ଚଳିତ ବଜେଟରେ ଓଡିଶାର ପାଇଁ ବିଭିନ୍ନ ରେଳ ପ୍ରକଳ୍ପର ପାଇଁ ଅର୍ଥର ବ୍ୟବସ୍ଥା କରାଯାଇଛି। ଏନେଇ ଆଜି ରେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି ।

  • ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୮୯୧ କୋଟି
  • ଅନୁଗୋଳ-ସୁକିନ୍ଦା ରେଳ ଲାଇନ ପାଇଁ ପାଇଁ ୪୭୫ କୋଟି
  • ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୮୫ କୋଟି
  • ତାଳଚେର-ବିମଳାଗଡ ରେଳ ଲାଇନ ପାଇଁ ୨୫୦ କୋଟି
  • ଜୟପୁର-ମାଲକାନଗିର ରେଳ ଲାଇନ ପାଇଁ ୧୩.୮ କୋଟି
  • ଜୟପୁର-ନବରଙ୍ଗପୁର ରେଳ ଲାଇନ ପାଇଁ ୮୧ କୋଟି
  • ନୂଆପଡା-ଗୁଣପୁର-ଥେରୁବାଲି ରେଳ ଲାଇନ ପାଇଁ ୧୦ କୋଟି
  • ଖୋର୍ଦ୍ଧା-ବାରଙ୍ଗ ରେଳଲାଇନ ପାଇଁ ୧୬୪ କୋଟି
  • ସମ୍ବଲପୁର-ଟିଟଲାଗଡ ରେଳଲାଇନ ପାଇଁ ୭୯.୫ କୋଟି
  • ବାଂଶପାଣି-ଦୈତାରୀ-ତୋମକା-ଜଖାପୁର ରେଳଲାଇନ ପାଇଁ ୩୦୦ କୋଟି
  • ସମ୍ବଲପୁର ତାଳତେଲ ରେଳ ଲାଇନ ପାଇଁ ୧୭୨ .୫ କୋଟି

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 2, 2022, 10:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.