ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରୀ ପରିଷଦ ବୈଠକ । ନବୀନ ପଟ୍ଟନାୟକ ନିଜ 5ମ ପାଳିର ଦ୍ବିତୀୟ ଥର ମନ୍ତ୍ରୀମଣ୍ଡଳ ପୁନଃର୍ଗଠନ କରିସାରିଛନ୍ତି । ନୂଆ ମନ୍ତ୍ରୀ ମଣ୍ଡଳ ପୁନଃର୍ଗଠନ ପରେ ଆଜି ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ମନ୍ତ୍ରୀ ପରିଷଦ ବୈଠକରେ ପୂର୍ଣ୍ଣକାଳୀନ ବଜେଟକୁ ଅନୁମୋଦନ ମିଳିଛି । ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ପ୍ରତିଶୃତି ଅକ୍ଷରେ ଅକ୍ଷରେ ପାଳନ କରିବାକୁ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Council Minister Meeting: ମନ୍ତ୍ରୀ ପରିଷଦ ବୈଠକରେ ପୂର୍ଣ୍ଣକାଳୀନ ବଜେଟକୁ ଅନୁମୋଦନ - ମନ୍ତ୍ରୀ ପରିଷଦ ବୈଠକ ଶେଷ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରୀ ପରିଷଦ ବୈଠକ । ନବୀନ ପଟ୍ଟନାୟକ ନିଜ 5ମ ପାଳିର ଦ୍ବିତୀୟ ଥର ମନ୍ତ୍ରୀମଣ୍ଡଳ ପୁନଃର୍ଗଠନ କରିସାରିଛନ୍ତି । ନୂଆ ମନ୍ତ୍ରୀ ମଣ୍ଡଳ ପୁନଃର୍ଗଠନ ପରେ ଆଜି ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ଅଧିକ ପଢନ୍ତୁ
![Council Minister Meeting: ମନ୍ତ୍ରୀ ପରିଷଦ ବୈଠକରେ ପୂର୍ଣ୍ଣକାଳୀନ ବଜେଟକୁ ଅନୁମୋଦନ CouncilCouncil Minister Meeting Minister Meeting](https://etvbharatimages.akamaized.net/etvbharat/prod-images/768-512-15588546-thumbnail-3x2-vf.jpg?imwidth=3840)
Council Minister Meeting