ETV Bharat / city

ରାଜ୍ୟରେ ଦିନକରେ 3053 ଆକ୍ରାନ୍ତ ଚିହ୍ନଟ, ପୁଣି ଖୋର୍ଦ୍ଧାରୁ ସର୍ବାଧିକ - ଓଡିଶା କୋରୋନା ଅପଡେଟ୍‌

ରାଜ୍ୟରେ ଦିନକରେ 3053 ଆକ୍ରାନ୍ତ ଚିହ୍ନଟ । 17 ଜଣ ମୃତ । ଅଧିକ ପଢନ୍ତୁ...

ରାଜ୍ୟରେ ଦିନକରେ 3053 ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ ଦିନକରେ 3053 ଆକ୍ରାନ୍ତ ଚିହ୍ନଟ
author img

By

Published : Oct 3, 2020, 11:42 AM IST

Updated : Oct 3, 2020, 1:34 PM IST

ଭୁବନେଶ୍ବର:ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 3053 ଆକ୍ରାନ୍ତ ଚିହ୍ନଟ । 17 ଜଣ ମୃତ । ଆକ୍ରାନ୍ତଙ୍କ ମଧ୍ୟରେ 1804 କ୍ବାରେଣ୍ଟାଇନ ଓ 1249 ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ।

30 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ 561 ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରୁ 64, ବାଲେଶ୍ବରରୁ 85, ବରଗଡରୁ 98, ଭଦ୍ରକରୁ 70, ବଲାଙ୍ଗୀରରୁ 95, ବୌଦ୍ଧରୁ 28, କଟକରୁ 256, ଦେବଗଡରୁ 16, ଢେଙ୍କାନାଳରୁ 51, ଗଜପତିରୁ 18, ଗଞ୍ଜାମରୁ 52, ଜଗତସିଂହପୁରରୁ 72, ଯାଜପୁରରୁ 110, ଝାରସୁଗୁଡାରୁ 146, କଳାହାଣ୍ଡିରୁ 41, କନ୍ଧମାଳରୁ 32, କେନ୍ଦ୍ରାପଡାରୁ 115, କେନ୍ଦୁଝରରୁ 133, କୋରାପୁଟରୁ 44, ମାଲକାନଗିରିରୁ 62, ମୟୂରଭଞ୍ଜରୁ 153, ନବରଙ୍ଗପୁରରୁ 14, ନୟାଗଡରୁ 67, ନୂଆପଡାରୁ 56, ପୁରୀରୁ 127, ରାୟଗଡାରୁ 36, ସମ୍ବଲପୁରରୁ 123, ସୋନପୁରରୁ 83, ସୁନ୍ଦରଗଡରୁ 98 ଓ ଷ୍ଟେଟ ପୋଲ 147 ରହିଛନ୍ତି ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 229387 ଥିବାବେଳେ 194128ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 34314ଟି ସକ୍ରିୟ ମାମଲା ରହିଛି । ମୃତ୍ୟୁ ସଂଖ୍ୟା 892କୁ ବୃଦ୍ଧି ପାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 3, 2020, 1:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.