ETV Bharat / city

ରାଜ୍ୟରେ 30 ଲକ୍ଷ ପାର କଲା କୋଭିଡ ଟେଷ୍ଟ - odisha corona test update

ରାଜ୍ୟରେ ଦିନକୁ ଦିନ କୋରୋନା ସ୍ଥିତି ଅଣାୟତ ହେଉଥିବା ବେଳେ ରାଜ୍ୟରେ 30 ଲକ୍ଷ ପାର କରିଛି କୋରୋନା ଟେଷ୍ଟିଙ୍ଗ ।

ରାଜ୍ୟରେ 30 ଲକ୍ଷ ପାର କଲା କୋଭିଡ ଟେଷ୍ଟ
ରାଜ୍ୟରେ 30 ଲକ୍ଷ ପାର କଲା କୋଭିଡ ଟେଷ୍ଟ
author img

By

Published : Sep 25, 2020, 3:31 PM IST

Updated : Sep 25, 2020, 4:09 PM IST

ଭୁବନେଶ୍ବର: ରାଜ୍ୟରେ 30 ଲକ୍ଷ ପାର ହେଲା କୋଭିଡ ଟେଷ୍ଟ। ରାଜ୍ୟରେ ଦିନକୁ ଦିନ କୋରୋନା ସ୍ଥିତି ଅଣାୟତ ହେଉଥିବା ବେଳେ ରାଜ୍ୟରେ 30 ଲକ୍ଷ ପାର କରିଛି କୋରୋନା ଟେଷ୍ଟିଙ୍ଗ ।

ମହାମାରୀ ବିରୋଧରେ ରାଜ୍ୟ ସରକାର ଲଢେଇ ଜାରି ରଖିଛନ୍ତି। ବର୍ତ୍ତମାନ ରାଜ୍ୟରେ ଦିନକୁ ପ୍ରାୟ 50 ହଜାର କୋରୋନା ଟେଷ୍ଟ କରାଯାଉଛି। ରାଜ୍ୟରେ ଏଯାବତ୍ 30 ଲକ୍ଷ 9 ହଜାର 183 କୋରୋନା ପରୀକ୍ଷା କରାଯାଇଛି । ତନ୍ମଧ୍ୟରୁ ମୋଟ 20 ଲକ୍ଷ 1 ହଜାର 96 ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କୋରୋନା ମହାମାରୀକୁ ନେଇ ସମସ୍ତ ନିୟମ ମାନିବାକୁ ରାଜ୍ୟ ସରକାର ଲୋକଙ୍କୁ ଅନୁରୋଧ କରୁଥିବା ବେଳେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ ଘରେ ରହିବା ଉପରେ ବର୍ତ୍ତମାନ ଅଧିକ ଗୁରୁତ୍ବ ଦିଆଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 25, 2020, 4:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.