ETV Bharat / city

Brajarajnagar By poll: କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ଲିଷ୍ଟ

author img

By

Published : May 12, 2022, 7:47 PM IST

ପ୍ରଦେଶ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ତାଲିକାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଧାୟକ ତାରା ପ୍ରସାଦ, ସନ୍ତୋଷ ସିଂ ସାଲୁଜା, ସୁରେଶ ରାଉତରାୟ, ଅଧିରାଜ ପାଣିଗ୍ରାହୀ ଅଛନ୍ତି । ଅଧିକ ପଢନ୍ତୁ

କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାର ତାଳିକା
କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାର ତାଳିକା

ଭୁବନେଶ୍ବର: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ଘୋଷଣା କଲା 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପ୍ରଦେଶ କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର, ସହ ପ୍ରଭାରୀ ରୁଦ୍ର ରାଜୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଧାୟକ ତାରା ପ୍ରସାଦ, ସନ୍ତୋଷ ସିଂ ସାଲୁଜା, ସୁରେଶ ରାଉତରାୟ, ଅଧିରାଜ ପାଣିଗ୍ରାହୀ ତାଲିକାରେ ଅଛନ୍ତି ।

By poll: କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାର ତାଳିକା

ସେହିପରି ଷ୍ଟାର ପ୍ରଚାର ତାଳିକାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ସ୍ବାସ୍ଥ୍ୟମନ୍ତ୍ରୀ ଟିଏସ ସିଂଦେଓ, ଜାତୀୟ ନେତା ଭାବେ କଂଗ୍ରେସ ଜାତୀୟ ମୁଖପାତ୍ର ରାଗିଣୀ ନାୟକ, କହ୍ନେୟା କୁମାର, ଜିଗ୍ନେସ ମେୱାନୀ ଅଛନ୍ତି । ସେହିପରି ରାଜ୍ୟ କଂଗ୍ରେସ ର ସମସ୍ତ ବରିଷ୍ଠ ନେତାଙ୍କୁ ମଧ୍ୟ କଂଗ୍ରେସ ପ୍ରଚାର ମୈଦାନରେ ଦଳ ଓହ୍ଲାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.