ETV Bharat / city

ଅଗଷ୍ଟ ୨୭ରେ OPSC ପରୀକ୍ଷା - ଓଡିଶା ପ୍ରଶାସନିକ ସେବା ପରୀକ୍ଷା

ଓଡିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି OPSC । ଅଧିକ ପଢନ୍ତୁ...

ଅଗଷ୍ଟ ୨୭ରେ OPSC ପରୀକ୍ଷା
ଅଗଷ୍ଟ ୨୭ରେ OPSC ପରୀକ୍ଷା
author img

By

Published : Jul 19, 2021, 6:08 PM IST

Updated : Jul 19, 2021, 7:00 PM IST

ଭୁବନେଶ୍ବର: ଓଡିଶା ପ୍ରଶାସନିକ ସେବା(OPSC) ପରୀକ୍ଷା ତାରିଖ ଘୋଷଣା । ଅଗଷ୍ଟ ୨୭ରେ ହେବ ସିଭିଲ ସର୍ଭିସେସ ପରୀକ୍ଷା ।

ଅଗଷ୍ଟ ୨୭ରେ OPSC ପରୀକ୍ଷା
ଅଗଷ୍ଟ ୨୭ରେ OPSC ପରୀକ୍ଷା

ଦୁଇଟି ସିଟିଙ୍ଗରେ ପ୍ରିମଲନାରି ପରୀକ୍ଷା କରିବ ଓପିଏସସି । ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର ଆୟୋଜନ କରାଯାଇଛି ।

ଦିନ 10ଟାରୁ 12 ଟା ପର୍ଯ୍ୟନ୍ତ ପ୍ରଥମ ପତ୍ର ପରୀକ୍ଷା ଏବଂ ମଧ୍ୟାହ୍ନ ଗୋଟାଏ 30ରୁ 3ଟା 30 ପର୍ଯ୍ୟନ୍ତ ହେବ ଦ୍ବିତୀୟ ପତ୍ରର ପରୀକ୍ଷା। ଅନ୍ୟପକ୍ଷେ ସମସ୍ତ ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ 40 ମିନିଟ ଅଧିକ ସମୟ ଦିଆଯିବ। 10ଟାରୁ 12ଟା 40 ଏବଂ 1ଟା 30 ରୁ 4ଟା 10 ପର୍ଯ୍ୟନ୍ତ ସମୟ ଦିଆଯିବ।

ସମ୍ପୃକ୍ତ ଯୋଗ୍ୟ ପରୀକ୍ଷାର୍ଥୀଙ୍କ ଆଡମିଶନ ସାର୍ଟିଫିକେଟ ପରେ OPSC ୱେବସାଇଟରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀ ସେମାନଙ୍କ ଆଡମିଶନ ସାର୍ଟିଫିକେଟ ଏବଂ ନିର୍ଦ୍ଦେଶନାମା ଡାଉନଲୋଡ କରିବାକୁ କୁହାଯାଇଛି।

ପରୀକ୍ଷାର୍ଥୀଙ୍କୁ ଆୟୋଗର ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। ସେପ୍ଟେମ୍ବର ସୁଦ୍ଧା ପ୍ରିଲିମନାରି ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 19, 2021, 7:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.