ETV Bharat / city

Odisha Budget: କେଉଁଠୁ ଆସିବ ଟଙ୍କା, କେମିତି ହେବ ଖର୍ଚ୍ଚ ? - Odisha Budget

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିଥିବା ପ୍ରାୟ 2 ଲକ୍ଷ କୋଟିର ବଜେଟ ନେଇ କେଉଁଠୁ ଆସିବ ଏତେ ଟଙ୍କା ? କେଉଁ କ୍ଷେତ୍ରରୁ କେତେ ଆସିବ ଅର୍ଥ । କେଉଁ କ୍ଷେତ୍ରରେ କେତେ ଅର୍ଥ ହେବ ଖର୍ଚ୍ଚ ।

Odisha Budget
Odisha Budget
author img

By

Published : Jul 2, 2022, 9:28 PM IST

ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହୋଇଛି ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

Odisha Budget: କେଉଁଠୁ ଆସିବ ଟଙ୍କା କେମିତି ହେବ ଖର୍ଚ୍ଚ?

ବଜେଟରେ ଅଭିବୃଦ୍ଧି, ବିକାଶ, ଭିତ୍ତଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ, ମହିଳା ସଶକ୍ତିକରଣ, ଶିଶୁ କଲ୍ୟାଣ, କୃଷି ଓ ସ୍ବାସ୍ଥ୍ୟ ସେବା ଉପରେ ଗୁରୁତ୍ବାରୋପ କରିଛନ୍ତି ରାଜ୍ୟ ସରକାର । ଆଗତ ହୋଇଥିବା ବଜେଟ ଗତ ବଜେଟ ତୁଳାନରେ ପ୍ରାୟ ୧୭ ପ୍ରତିଶତ ଅଧିକ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଅର୍ଥମନ୍ତ୍ରୀ ଆଗତ କରିଥିବା ପ୍ରାୟ 2 ଲକ୍ଷ କୋଟିର ବଜେଟ ନେଇ କେଉଁଠୁ ଆସିବ ଏତେ ଟଙ୍କା ? କେଉଁ କ୍ଷେତ୍ରରୁ କେତେ ଆସିବ ଅର୍ଥ । କେଉଁ କ୍ଷେତ୍ରରେ କେତେ ଅର୍ଥ ହେବ ଖର୍ଚ୍ଚ ।

ପାଣ୍ଠି ପ୍ରାପ୍ତି

କେନ୍ଦ୍ରୟ ଟିକସରୁ ୩୬ ହଜାର ୯୭୮ କୋଟି (18.49%)

ରାଜ୍ୟର ନିଜସ୍ଵ ଟିକସରୁ ୪୬୦୦୦ ହଜାର କୋଟି (23%)

ନିଜସ୍ଵ ଅଣ ଟିକସ ବାବଦକୁ ୪୮ ହଜାର ୨୦୦ କୋଟି (24.10%)

ଋଣ ଓ ଅନ୍ୟାନ୍ୟ ବାବଦ ରୁ ୩ ହଜାର ୬୩୩ କୋଟି (18.02%)

କେନ୍ଦ୍ରରୁ ଅନୁଦାନ 32 ହଜାର 789 କୋଟି (16.39%)

ଫାଣ୍ଠି ଖର୍ଚ୍ଚ

ପ୍ରଶାସନିକ ଖର୍ଚ୍ଚ 89 ହଜାର 5 ଶହ କୋଟି (44.80%)

କାର୍ଯ୍ୟକ୍ରମ ଖର୍ଚ୍ଚ 1 ଲକ୍ଷ କୋଟି (50%)

ବିପର୍ଯ୍ୟୟ ପରିଚାଳନା ପାଇଁ 3 ହଜାର 210 କୋଟି (1.61%)

ଋଣ ବାବଦକୁ 7 ହଜାର 200 କୋଟି (3.60%)

ଅର୍ଥାତ ମୋଟ ବଜେଟର ପ୍ରାୟ ୨୩ ପ୍ରତିଶତ ନିଜସ୍ବ ଟିକସ ସଂଗ୍ରହ କରିବେ ସରକାର । ଅଣଟିକସରୁ ଆସିବ ୨୪.୧୦ ପ୍ରତିଶତ । କେନ୍ଦ୍ରୀୟ ଅନୁଦାନରୁ ଆସିବ ୧୬.୩୯ ପ୍ରତିଶତ । କେନ୍ଦ୍ରୀୟ ଟିକସ ଅଂଶ ବାବଦକୁ ମିଳିବ ୧୮.୪୯ ପ୍ରତିଶତ । ମୋଟ ବଜେଟର ୫୦ ପ୍ରତିଶତ ଯୋଜନା ବାବଦକୁ ଖର୍ଚ୍ଚ କରିବେ ସରକାର । ପ୍ରଶାସନିକ ବାବଦକୁ ଖର୍ଚ୍ଚ ହେବ ୪୪.୮୦ ପ୍ରତିଶତ । ବିପର୍ଯ୍ୟୟ ପରିଚାଳନା ବାବଦରେ ଖର୍ଚ୍ଚ ହେବ ୧.୬୧ ପ୍ରତିଶତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.