ଭୁବନେଶ୍ବର: ଅପରାହ୍ନରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହ କାର୍ଯ୍ୟ ଚାଲିଥିଲା । ଗୃହରେ ଶାସକ ଓ ବିରୋଧୀ ମଧ୍ୟରେ ଚାଲିଥିବା ହଟ୍ଟଗୋଳକୁ ଦେଖି ବାଚସ୍ପତି ଆସନ୍ତା ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି ।
ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ କଲେ ବାଚସ୍ପତି - Odisha Assembly Session
![ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ କଲେ ବାଚସ୍ପତି ବିଧାନସଭା ବଜେଟ ଅଧିବେଶନ](https://etvbharatimages.akamaized.net/etvbharat/prod-images/768-512-10989207-thumbnail-3x2-d.jpg?imwidth=3840)
16:42 March 13
ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ କଲେ ବାଚସ୍ପତି
16:36 March 13
ପୁଣି 15 ମିନିଟ ପାଇଁ ଗୃହ ମୁଲତବୀ
ଭୁବନେଶ୍ବର: ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହୋ ହଲ୍ଲା ହଟ୍ଟଗୋଳ, ହଙ୍ଗାମା ଭିତରେ ଚାଲିଛି ବିଧାନସଭା । ଗୃହରେ ବିଭିନ୍ନ ବିଲ ଉପସ୍ଥାପନ କରୁଛନ୍ତି ବିଭିନ୍ନ ମନ୍ତ୍ରୀ । ଉଭୟ ଶାସକ ଓ ବିରୋଧୀଙ୍କ ହଟଗୋଳ ଭିତରେ ଗୃହରେ 8 ଟି ବିଲ ଉପସ୍ଥାପନ ପରେ ପୁଣି 15 ମିନିଟ ପାଇଁ ଗୃହ ମୁଲତବୀ ।
16:20 March 13
ହୋହାଲ୍ଲାରେ ଚାଲିଛି ଗୃହକାର୍ଯ୍ୟ
ଭୁବନେଶ୍ବର: ମୁଲତବି ପରେ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ହୋ ହାଲ୍ଲା ମଧ୍ୟରେ ଚାଲିଛି ଗୃହକାର୍ଯ୍ୟ ।
16:04 March 13
ଗୃହକୁ ପୁଣି 4 ଟା 17 ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି
ଭୁବନେଶ୍ବର: ଆରମ୍ଭ ହେଲା ଗୃହକାର୍ଯ୍ୟ । ଗୃହରେ ହୋହଲ୍ଲା ଜାରି । ବାଚସ୍ପତି ପୁଣି 4 ଟା 02 ରୁ 4 ଟା 17 ପର୍ଯ୍ୟନ୍ତ ଗୃହକୁ ମୂଲତବୀ ଘୋଷଣା କରିଥିଲେ ।
ଗତକାଲି ବିଧାୟକ ସୁବାଷ ପାଣିଗ୍ରାହୀ ସାନିଟାଇଜର ପିଇବା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଉଭୟ ଶାସକ ବିରୋଧ ଗୃହକୁ ହୁଲସ୍ତୁଲ କରିଥିଲେ । ଏହା ପରେ ଶାସକ ଦଳ ବିଧାୟକଙ୍କୁ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଥିଲେ । ଏହା ପରେ ବାଚସ୍ପତି ଅପରାହ୍ନ 4 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ ।
11:38 March 13
ଗୃହକାର୍ଯ୍ୟ ଆରମ୍ଭରୁ ପୁଣି ହୋହଲ୍ଲା, ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ
ମୁଲତବୀ ପରେ ଆରମ୍ଭ ହେଲା ଗୃହକାର୍ଯ୍ୟ । ଗୃହ ଆରମ୍ଭରୁ ଶାସକ ଓ ବିରୋଧୀଙ୍କ ହୋହଲ୍ଲା ଜାରି । ଗୃହମଧ୍ୟ ଭାଗକୁ ଆସି ହୋହଲ୍ଲା ଓ ନାରାବାଜି କଲେ ବିଧାୟକ । ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ ।
10:35 March 13
ଗୃହରେ ହୋହଲ୍ଲା । ଦିନ 11.30 ଯାଏ ଗୃହ ମୁଲତବୀ ।
ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନ । ଆରମ୍ଭରୁ ଗୃହରେ ହୋହଲ୍ଲା । ଦିନ 11.30 ଯାଏ ଗୃହ ମୁଲତବୀ ।