ପରୀ ମୃତ୍ୟୁ ମାମଲକୁ ନେଇ ଗୃହ ସରଗରମ । ବାଚସ୍ପତି କହିଲେ, ‘ମୁଖ୍ୟମନ୍ତ୍ରୀ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲା ପରେ କାହିଁକି ହୋହଲ୍ଲା କରୁଛନ୍ତି ବିରୋଧୀ ।’ ନିଜ ନିଜ ସ୍ଥାନକୁ ଯାଇ ଗୃହ କାର୍ଯ୍ୟରେ ଭାଗ ନେବାକୁ ଅନୁରୋଧ କଲେ ବାଚସ୍ପତି । କିନ୍ତୁ ବିରୋଧୀ ତାଙ୍କ ଜିଦ୍ରେ ଅଟଳ ରହିଥିବାବେଳେ ସେପଟେ ଆସନ୍ତାକାଲି 10 ଟା 30 ପର୍ଯ୍ୟନ୍ତ ଗୃହ ମୁଲତବୀ କଲେ ବାଚସ୍ପତି ।
ବିଧାନସଭା ଶୀତ ଅଧିବେଶନ: ଆସନ୍ତାକାଲି ଯାଏ ଗୃହ ମୁଲତବୀ - Odisha Assembly winter session
16:49 November 27
15:29 November 27
ଥମୁନି ତାତି, ଆସନ୍ତାକାଲି ଯାଏ ଗୃହ ମୁଲତବୀ
ପରୀ ମାମଲା ନେଇ ଗୃହରେ ଥମୁନି ତାତି । ବିରୋଧୀ ବିଜେପି ବିଧାୟକଙ୍କ ହୋହଲ୍ଲା ଜାରି । ଫଳରେ ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
15:15 November 27
ପରୀ ମୃତ୍ୟୁ ମାମଲାରେ କମୁନି ତାତି, ଅପରାହ୍ନରେ 15 ମିନିଟ୍ ପାଇଁ ଗୃହମୁଲତବୀ
ଭୁବନେଶ୍ବର: ପରୀ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ଘୋଷଣା ପରେ ବି ଥମୁନି ତାତି । ଏସଆଇଟି ତଦନ୍ତକୁ ନେଇ ବିରୋଧୀ ଦଳ ନେତା ପ୍ରତିକ୍ରିୟା ରଖିବା ସହ ଏସଆଇଟି ଗଠନ କରାଯାଇନାହିଁ, ମୁଖ୍ୟମନ୍ତ୍ରୀଙ୍କର ବିବୃତିରୁ ଏହା ଜଣାପଡୁଛି ବୋଲି ସେ କହିଛନ୍ତି । ସରକାର ଘଟଣା ଉପରେ ଏବେ ବି ଗୁରୁତ୍ବ ଦେଉନାହାନ୍ତି । ଗୃହରେ ବିବୃତି ଦେଇ ଏ କଥା କହିଛନ୍ତି ବିରୋଧୀ ଦଳ ନେତା । ଏହାସହ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗରେ ବ୍ୟାନର ଦେଖାଇ ହୋହଲ୍ଲା ଜାରି ରଖିଛନ୍ତି । ଫଳରେଗୃହକୁ 15 ମିନିଟ୍ ପାଇଁ ମୁଲତବୀ ଘୋଷଣା କରାଯାଇଛି । ସେପଟେ ଅପରାହ୍ନ ଅଧିବେଶନରେ କଂଗ୍ରେସ ସଦସ୍ୟମାନେ ନିଜ ସିଟ୍ ରେ ବସିଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ