ETV Bharat / city

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, 11ରୁ ଭିଜିବ ଉତ୍ତର ଓଡିଶା !

author img

By

Published : Aug 10, 2019, 10:19 PM IST

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଫଳରେ ଆସନ୍ତା 11ରୁ ଉତ୍ତର ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ଆଗାମୀ 30 ଘଣ୍ଟା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରୁ ଯିବା ପାଇଁ ବାରଣ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଦାନା ବନ୍ଧୁଛି ଆଉ ଏକ ଲଘୁଚାପ । ଏହି ଲଘୁଚାପ ଫଳରେ ଆସନ୍ତା 11ରୁ ରାଜ୍ୟରେ ପୁଣି ବର୍ଷା ହୋଇପାରେ ବୋଲି ପାଣିପାଗ କାର୍ଯ୍ୟାଳୟରୁ ପ୍ରକାଶ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଲଘୁଚାପ ଫଳରେ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ତ୍ତମାନ ରାଜ୍ୟରେ ପାଗ କୋହଲା ରହିଛି । ଏପଟେ ସମୁଦ୍ରରେ ଉଚ୍ଚ ଢେଉ ଆସିବାର ସମ୍ଭାବନା ରହିଥିବାରୁ ଆଗାମୀ 30 ଘଣ୍ଟା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରୁ ଯିବା ପାଇଁ ବାରଣ କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ରାଜ୍ୟ ପୁଣି ବର୍ଷୀବ , ଆଗକୁ ଆସୁଛି ଲଘୁଚାପ

Body:ରାଜ୍ୟ ପୁଣି ବର୍ଷୀବ , ଆଗକୁ ଆସୁଛି ଲଘୁଚାପ।
ଆଗାମୀ 11 ରୁ ପୁଣି ହୋଇ ପାରେ ଲଘୁଚାପ । ଏହି ଲଘୁଚାପ ଫଳ ରେ ଆଗକୁ ରାଜ୍ୟ ରେ ପୁଣି ବର୍ଷା ହୋଇପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଏହି ଲଘୁଚାପ ଫଳ ରେ ଉତ୍ତର ଓଡ଼ିଶାରେ ବର୍ଷା ହେବାର ରହିଛି ବୋଲି ପାଣିପାଗ ବିଭାଗ ପୂର୍ବା ଅନୁମାନ କରିଛି। ବର୍ତ୍ତମାନ ରାଜ୍ୟ ରେ ପାଗ କେହଲା ରହିବା ସହ ଆଗାମୀ 30 ଘଂଟା ପାଇଁ ମସ୍ୟ ଯିବି ମାନଙ୍କୁ ସମୁଦ୍ର ଭିତରୁ ଯିବା ପାଇଁ ବାରଣ କରାଯାଇଛି, କାରଣ ବର୍ତ୍ତମାନ ସମୁଦ୍ର ରେ ଉଚ୍ଚ ଢେଉ ଆସିବାର ସମ୍ଭାବନା ରହିଛି।
ବାଇଟ ପାଣିପାଗ ବିଶେଷଜ୍ଞ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.