ETV Bharat / city

ଲିଙ୍ଗରାଜ ମନ୍ଦିର ପୌର ଚିକିତ୍ସାଳୟ ଭଙ୍ଗା ଯିବା ଖବର ଗୁଜବ

ଭଙ୍ଗା ହେବନାହିଁ ଲିଙ୍ଗରାଜ ମନ୍ଦିର ସନ୍ନିକଟସ୍ଥ ପୌର ଚିକିତ୍ସାଳୟ। ଏଭଳି ଖବରକୁ ଗୁଜବ କହିଲେ ବିଏମସି କମିଶନର।

No Truth of Municipal hospital Eviction
ଲିଙ୍ଗରାଜ ମନ୍ଦିର ପୌର ଚିକିତ୍ସାଳୟ ଭଙ୍ଗା ଯିବା ଖବର ଗୁଜବ
author img

By

Published : Dec 14, 2019, 5:20 PM IST

ଭୁବନେଶ୍ବର: ପଡିଲା ପୂର୍ଣ୍ଣଚ୍ଛେଦ। ଭଙ୍ଗା ହେବନାହିଁ ପୌର ଚିକିତ୍ସାଳୟ। ଏନେଇ ସ୍ପଷ୍ଟୀକରଣ ରଖିଲା ବିଏମସି। ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ମନ୍ଦିର ସନ୍ନିକଟସ୍ଥ ପୌର ଚିକିତ୍ସାଳୟ ଓ ରଥ ରୋଡ ଭଙ୍ଗା ଯିବ ବୋଲି ଗୁଜବ ଉଠିଥିଲା । ଯାହାକୁ ଖଣ୍ଡନ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଚିକିତ୍ସାଳୟ ଓ ରଥ ରୋଡ ସମ୍ପ୍ରସାରଣ ହେବାର କୌଣସି ଯୋଜନା ନାହିଁ ଏହା ସମ୍ପୂର୍ଣ୍ଣ ଗୁଜବ। ଏପରିକି ଏହି କଥାକୁ ବିଶ୍ବାସ ନ କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଭଙ୍ଗା ହେବନି ଲିଙ୍ଗରାଜ ମନ୍ଦିର ସନ୍ନିକଟ ପୌର ଚିକିତ୍ସାଳୟ।

Body:ପୌର ଚିକିତ୍ସାଳୟ ଭଙ୍ଗା ଏକ ଗୁଜବ ।ଏହାକୁ ନେଇ ସ୍ପଷ୍ଟୀକରଣ ରଖିଲେ ବିଏମସି କତ୍ତୃପକ୍ଷ।ବହୁ ଚର୍ଚ୍ଚିତ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣକୁ ଆଖି ଆଗରେ ରଖି ଚତୁର୍ପାଶ୍ୱ ଭଙ୍ଗା ଚାଲିଥିଲାବେଳେ, ମନ୍ଦିର ସନ୍ନିକଟ ପୌର ଚିକିତ୍ସାଳୟ ଏବଂ ରଥ ରୋଡ଼ ଭଙ୍ଗା ନେଇ ଉଠିଥିବା ଗୁଜବ କୁ ଖଣ୍ଡନ କଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚଉଧାରୀ।ପୌର ଚିକିତ୍ସାଳୟ ଭଙ୍ଗା ହେବା ଏବଂ ରଥ ରୋଡ଼ ସମ୍ପ୍ରସାରଣ ହେବାର କୌଣସି ଯୋଜନା ନାହିଁ,ସମ୍ପୂର୍ଣ୍ଣ ଗୁଜବ,ଏହାକୁ ବିଶ୍ୱାସ ନକରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ପ୍ରେମଚନ୍ଦ୍ର।

କିଛି ଦିନ ଧରି ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣକୁ ଲକ୍ଷ ରଖି ବିଏମସି, ବିଡିଏ ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ମିଳିତ ଭାବେ ମନ୍ଦିର ଚତୁର୍ପାଶ୍ୱ ଉଛେଦ କାର୍ଯ୍ୟ ଚାଲୁ ରହିଛି।ତେବେ ଗୁରୁବାର ମୁଖ୍ୟମନ୍ତ୍ରୀ ଭଙ୍ଗା ଯାଇଥିବା ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.