ETV Bharat / city

ଓଡିଶାକୁ ନାହିଁ ବାତ୍ୟା ‘ବୁଲବୁଲ’ ବିପଦ: ଏସଆରସି

ଭୟଙ୍କର ବାତ୍ୟାର ରୂପ ନେବ ବୁଲବୁଲ । ଓଡିଶାକୁ ନାହିଁ ବିପଦ । ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ।

author img

By

Published : Nov 7, 2019, 12:02 PM IST

ଫାଇଲ ଫଟୋ

ଭୁବନେଶ୍ବର: ଭୟଙ୍କର ବାତ୍ୟାର ରୂପ ନେବ ବୁଲବୁଲ । ଓଡିଶାକୁ କୌଣସି ବିପଦ ନାହିଁ । କେବଳ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ବୁଲବୁଲ ଓଡିଶା ଉପକୂଳ ପରିବର୍ତ୍ତେ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳ ଛୁଇଁବ ।

ଭିଡିଓ ସୌଜନ୍ୟ: ଜ୍ଞାନଦର୍ଶୀ ସାହୁ, ଭୁବନେଶ୍ବର

ଅନ୍ୟପକ୍ଷେ ନଭେମ୍ବର 9ରେ ପାରାଦ୍ବୀପରେ 138, ଗୋପାଳପୁରରୁ 347, ଓ ନଭେମ୍ବର 10ରେ ଧାମରାଠାରୁ 149 କିଲୋମିଟର ଦୂରରେ ରହିବ । 9 ଓ 10ରେ ଉପକୂଳ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣରେ ବର୍ଷା ହେବ । 50ରୁ 70 କିଲୋମିଟର ପବନ ବହିବା ସହ ମତ୍ସଜୀବୀଙ୍କୁ 8 ତାରିଖ ପୂର୍ବରୁ ଉପକୂଳ ଫେରିଆସିବାକୁ କୁହଯାଇଛି ।

ତେବେ ଗୁରୁବାର ସଂନ୍ଧ୍ୟା ସୁଦ୍ଧା ତଥ୍ୟ ଆହୁରି ସ୍ପଷ୍ଟ ହେବ । ବର୍ଷାକୁ ଦୃଷ୍ଟିରେ ରଖି ଫସଲ ଉପରେ ଧ୍ୟାନ ଦେବାକୁ ନିବେଦନ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:24 ଘଣ୍ଟାରେ ଭୟଙ୍କର ରୁପ ନେବ ବୁଲବୁଲ। ବାତ୍ୟା ଓଡିଶାକୁ ନାହିଁ। କେବଳ ବର୍ଷା ହେବ। ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳକୁ ଯିବା। ପାରାଦ୍ୱୀପ 9ରେ 138, ଗୋପାଳପୁର 347, 10ରେ ଧାମରା 149 କିମି ଦୂରରେ ରହିବ। 9 ଓ 10ରେ ଉପକୂଳ ଜିଲ୍ଲାରେ ସ୍ଵଳ୍ପ ରୁ ମାଧ୍ୟମ ଧରଣର ବର୍ଷ ହେବ। 50ରୁ 70 କିମି ପବନର ବେଗ ରହିବ। ସତର୍କତା ବଜାୟ ରହିଛି। କୃଷି ବିଭାଗର ଆଡ଼ଭାଇଜରୀ ଜିଲ୍ଲାସ୍ତରୀୟ ବ୍ୟାଙ୍କ କରାଯିବ। ମସ୍ୟଜୀବୀଙ୍କୁ 8 ତାରିଖ ପୂର୍ବରୁ ଫେରି ଆସିବାକୁ କୁହାଯାଇଛି। ପ୍ରଚାର ଓ ପ୍ରସାର କରି ସଚେତନ କରିବାକୁ କୁହାଯାଇଛି। ସନ୍ଧ୍ୟା ସୁଦ୍ଧା ଆହୁରି ସ୍ପଷ୍ଟ ହେବ ଚିତ୍ର। ବର୍ଷକୁ ଦୃଷ୍ଟିରେ ରଖି ଫସଲ ଉପରେ ଧ୍ୟାନ ଦେବାକୁ ନିବେଦନ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଉପକୂଳର୍ବୀ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବର୍ଷ ହେବ।Body:ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ କମିଶନConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.