ETV Bharat / city

ନାଏବ ସରପଞ୍ଚଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ

ବାଲେଶ୍ବରର ସୋର ବ୍ଲକ ପାଖ ପଞ୍ଚାୟତ ନାୟବ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ପୁନଃ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି ସ୍ଥାନୀୟ ୱାର୍ଡମେମ୍ବର। ଅଧିକ ପଢନ୍ତୁ...

author img

By

Published : Jan 13, 2020, 5:52 PM IST

ନାୟବ ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବ, ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ
ନାୟବ ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବ, ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ବର: ବାଲେଶ୍ବରର ସୋର ବ୍ଲକ ପାଖ ପଞ୍ଚାୟତ ନାୟବ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ପୁନଃ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି ସ୍ଥାନୀୟ ୱାର୍ଡ ମେମ୍ବର।

ନାୟବ ସରପଞ୍ଚଙ୍କ ନାମରେ ଅନାସ୍ଥା ପ୍ରସ୍ତାବ, ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ

ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଉପଜିଲ୍ଲାପାଳ ଏକ ନୋଟିସ୍ କରିଥିଲେ । ଏହି ନୋଟିସ୍ ଜାନୁଆରୀ 9 ତାରିଖରେ କରାଯାଇଥିଲା। 9 ତାରିଖରେ ଏକ ବୈଠକ ମାଧ୍ୟମରେ ଏକ ନିର୍ବାଚନ କରାଯିବ ବୋଲି ଉପଜିଲ୍ଲାପାଳ ନୋଟିସ ଦେଇଥିଲେ। କିନ୍ତୁ ବୈଠକ ହେଲାନାହିଁ କି ନିର୍ବାଚନ ହେଲାନାହିଁ। ଫଳରେ ସରପଞ୍ଚ ଶାସକ ଦଳର ହୋଇଥିବା ଏହି ନିର୍ବାଚନକୁ ନକରାଇଦେବା ପାଇଁ ଏକ ଚକ୍ରାନ୍ତ କରାଯାଉଛି ବୋଲି ଆଭିଯୋଗ ଆଣିଛନ୍ତି କିଛି ୱାର୍ଡ ମେମ୍ବର।

ଯାହାକୁ ନେଇ ୱାର୍ଡ ମେମ୍ବର ଜୟଦେବ ପଣ୍ଡା, ଗୀତାଞ୍ଜଳି ମହାଳି, ଭାନୁମତି ମହାପାତ୍ର, ଉଷାରାଣୀ ନାୟକ, ମିନତୀ ସଙ୍ଖୁଆ, ମନ୍ମଥ କର, ନାରାୟଣ ସେଠି, ବିଷ୍ଣୁ ପ୍ରସାଦ ଦଳାଇ, ପୂର୍ବତନ ୱାର୍ଡ ମେମ୍ବର ଶ୍ୟାମସୁନ୍ଦର ମହାନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ନାୟବ ସରପଞ୍ଚ ଙ୍କ ନାମରେ ଅନାସ୍ଥା ପ୍ରସ୍ତାବ, ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଆଣିଲେ ଅଭିଯୋଗ।

ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ପାଖର ପଂଚାୟତର ନାୟବ ସରପଞ୍ଚ ଙ୍କ ବିରୋଧରେ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ପୁନଃ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଙ୍କ ନିକଟରେ ଫେରାଦ ହୋଇଛନ୍ତି ।

Body:

ବାଲେଶ୍ୱର ଜିଲ୍ଲାର ସୋର ବ୍ଲକ ର ପାଖର ପଂଚାୟତ ରେ ରହିଥିବା ନାୟବ ସରପଞ୍ଚ ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଫଳରେ ଉପ ଜିଲ୍ଲାପାଳ ଏକ ନୋଟିସ କରିଥିଲେ । ଯାହା ଜାନୁଆରୀ 9 ତାରିଖରେ ନୋଟିସ ହୋଇଥିଲା । 9 ତାରିଖରେ ଏକ ବୈଠକ ମାଧ୍ୟମରେ ଏକ ନିର୍ବାଚନ କରାଯିବ ବୋଲି ଉପ ଜିଲ୍ଲାପାଳ ନୋଟିସ ଦେଇଥିଲେ। କିନ୍ତୁ ବୈଠକ ହେଲାନାହିଁ କି ନିର୍ବାଚନ ହେଲାନାହିଁ। ଯାହା ଫଳରେ ସରପଞ୍ଚ ଶାସକ ଦଳର ହୋଇଥିବା ଏହି ନିର୍ବାଚନ କୁ ନକରାଇଦେବା ପାଇଁ ଏକ ଚକ୍ରାନ୍ତ କରାଯାଉଛି ବୋଲି ଆଭିଯୋଗ ଆଣିଛନ୍ତି କିଛି ୱାର୍ଡ ମେମ୍ବର। ଏହି ନିର୍ଵାଚନକୁ ନେଇ ଶାସକ ଦଳର ହାତ ରହିଛି ଯେଉଇଁ ଠି ପାଇଁ ଭୋଟ କୁ ଅଣଦେଖା କରାଗଲା।

ଉପ ଜିଲାପାଳ ଏହାକୁ ନେଇ ଏକ ତାରିଖ ଦେଇଥିବା ବେଳେ ନିର୍ବାଚହନ ହୋଇପାରିଲାନି। ପୋଲିସ ବି ଆସିନଥିବା ସହ କୌଣସି ମତେ ନିର୍ବାଚନ ହୋଇପାରିଲାନାହିଁ ବୋଲି ଅଭିଯୋଗ ଆଣିଛନ୍ତି ରାଜ୍ୟ ନିର୍ବାଚନୀ ଆୟୋଗ ନିକଟରେ। ୱାର୍ଡ ମେମ୍ବର ଜୟଦେବ ପଣ୍ଡା , ଗୀତାଞ୍ଜଳି ମହାଳି, ଭାନୁମତି ମହାପାତ୍ର, ଉସାରାଣୀ ନାୟକ, ମିନତୀ ସଂଖୁଆ, ମନ୍ମଥ କର, ନାରାୟଣ ସେଠି, ବିଷ୍ଣୁ ପ୍ରସାଦ ଦଳାଇ।
ଶ୍ୟାମସୁନ୍ଦର ମହାନ୍ତି ପୂର୍ବତନ ୱାର୍ଡ ମେମ୍ବର ,ପାଖରେ ପଅଂଚୟତ ର କିଛି ୱାର୍ଡ ମେମ୍ବର ଆସି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Byte- ଶ୍ୟାମସୁନ୍ଦର ମହାନ୍ତି, ପୂର୍ବତନ ୱାର୍ଡ ମେମ୍ବର , ପାଖର ପଂଚାୟତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.