ETV Bharat / city

ଅମୃତ ଦାସ ହତ୍ୟାକାଣ୍ଡ ଘଟଣାରେ 5 ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ NHRCଙ୍କ ନିର୍ଦ୍ଦେଶ - ଯୁବ ଇଞ୍ଜିନିୟର ଅମୃତ ଦାସ ହତ୍ୟାକାଣ୍ଡ ଘଟଣା

କୁଜଙ୍ଗର ଯୁବ ଇଞ୍ଜିନିୟର ଅମୃତ ଦାସ ହତ୍ୟାକାଣ୍ଡ ଘଟଣା। ଏହି ଘଟଣାରେ 5 ଜଣ ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି NHRC। ଅଧିକ ପଢ଼ନ୍ତୁ

engineer amrut dash murder case
ଯୁବ ଇଞ୍ଜିନିୟର ଅମୃତ ଦାଶ ହତ୍ୟାକାଣ୍ଡ ଘଟଣା, 5 ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ NHRCଙ୍କ ନିର୍ଦ୍ଦେଶ
author img

By

Published : Mar 20, 2022, 9:15 AM IST

ଭୁବନେଶ୍ବର: କୁଜଙ୍ଗର ଯୁବ ଇଞ୍ଜିନିୟର ଅମୃତ ଦାସ ହତ୍ୟାକାଣ୍ଡ ଘଟଣା। ଏହି ଘଟଣାରେ 5 ଜଣ ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି NHRC। ହତ୍ୟାକାଣ୍ଡକୁ ବିନା ତଦନ୍ତରେ ରଫାଦଫା କରିଥିବା ଜଗତସିଂହପୁରର 5 ଜଣ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ NHRC ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଯୁବ ଇଞ୍ଜିନିୟର ଅମୃତ ଦାଶ ହତ୍ୟାକାଣ୍ଡ ଘଟଣା, 5 ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ NHRCଙ୍କ ନିର୍ଦ୍ଦେଶ

ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଯୁବ ଇଞ୍ଜିନିଅର ଅମୃତ ଦାସ ହତ୍ୟାକାଣ୍ଡ ଘଟଣା। ଏହି ହତ୍ୟାକାଣ୍ଡକୁ ବିନା ତଦନ୍ତରେ ରଫାଦଫା କରିଥିବା ଜଗତସିଂହପୁରର 5 ଜଣ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ NHRC ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହା ସହ ଅମୃତ ଦାଶ ପରିବାରକୁ ତଦନ୍ତର ସମ୍ପୂର୍ଣ୍ଣ ବିବରଣୀ ଜଣାଇବାକୁ କେନ୍ଦ୍ର ମାନବ ଅଧିକାର କମିଶନ ଜଗତସିଂହପୁର ଏସ୍ପିଙ୍କୁ ନିର୍ଦେଶ ଦେଇଛନ୍ତି। ଗତ ୨୦୧୯ ଜୁଲାଇ 20 ତାରିଖରେ କିଛିଲୋକ ଅମୃତ ଦାଶଙ୍କୁ ଘରୁ ଡ଼ାକିନେଇ ଅତି ନିର୍ମମଭାବେ ହତ୍ୟାକରି ତିର୍ତ୍ତୋଲ ବାଲିପାଟଣା ନିକଟରେ ଫୋପାଡ଼ି ଦେଇଥିଲେ ।

engineer amrut dash murder case
ଯୁବ ଇଞ୍ଜିନିୟର ଅମୃତ ଦାଶ ହତ୍ୟାକାଣ୍ଡ ଘଟଣା, 5 ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ NHRCଙ୍କ ନିର୍ଦ୍ଦେଶ
engineer amrut dash murder case
ଯୁବ ଇଞ୍ଜିନିୟର ଅମୃତ ଦାଶ ହତ୍ୟାକାଣ୍ଡ ଘଟଣା, 5 ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ NHRCଙ୍କ ନିର୍ଦ୍ଦେଶ

ଏହି ଘଟଣା ନେଇ କୁଜଙ୍ଗ ଥାନାରେ ହତ୍ୟା ମକଦ୍ଦମା ନମ୍ବର ୫୦/୨୦ ରେଜେଷ୍ଟ୍ରି ହୋଇଥିଲା। ତେବେ ଜଗତସିଂହପୁର ଜିଲ୍ଲାର 5 ଜଣ ତଦନ୍ତକାରୀ ଅଧିକାରୀ କିଛି ରାଜନୀତିକ ପ୍ରଭାବଶାଳୀ ନେତାଙ୍କ ସାଙ୍ଗରେ ସାମିଲ ହୋଇ ହତ୍ୟା ମକଦ୍ଦମାକୁ ରଫାଦଫା କରିଦେଇଥିବା ଅଭିଯୋଗ ରହିଛି।

ଉକ୍ତ ପୋଲିସ ଅଧିକାରୀ ମାନେ ହେଲେ ଜଗତସିଂହପୁର ଜିଲ୍ଲାର ପୂର୍ବତନ ଏସପି ଆର ପ୍ରକାଶ , ତିର୍ତ୍ତୋଲ ଏସଡିପିଓ ଦୀପକ ଜେନା, କୁଜଙ୍ଗ ଥାନାର ପୂର୍ବତନ ଆଇଆଇସି ଦିଲ୍ଲୀପ ସାହୁ, କୁଜଙ୍ଗ ଥାନାର ପୂର୍ବତନ ଏସଆଇ ଶୁଭ୍ରଜିତ ଦାସ, ତିର୍ତ୍ତୋଲ ଥାନାର ପୂର୍ବତନ ଏଏସଆଇ ସୋମେନ୍ଦ୍ର ନାୟକ। ସମସ୍ତ 5 ପୋଲିସ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରି 197 C.R.P.C ରେ ମକଦ୍ଦମା କରିବାକୁ ଅନୁମତି ଦେବାପାଇଁ କେନ୍ଦ୍ର ମାନବ ଅଧିକାର କମିଶନଙ୍କ ନିକଟରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। କମିଶନ ଉକ୍ତ ପୋଲିସ ଅଧିକାରୀଙ୍କ ନାମରେ ମକଦ୍ଦମା କରି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.