ETV Bharat / city

ଅଭିଭାବକଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପାଠ ପଢ଼ାଇଲା ଭୁବନେଶ୍ବର ପୋଲିସ - traffic rule

ନୂଆ ମୋଟର ଯାନ ନିୟମକୁ ନେଇ ସମସ୍ତେ ଛାନିଆ । ଏନେଇ ବିଭିନ୍ନ ସ୍ଥାନରେ ଚାଲିଛି ସଚେତନତା କାର୍ଯ୍ୟକ୍ରମ । ବର୍ତ୍ତମାନ ପରିସ୍ଥିତିରେ ପୋଲିସ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟ୍ରାଫିକ ନିୟମ ବିଷୟରେ ବୁଝାଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିିନିଧି, ଭୁବନେଶ୍ବର
author img

By

Published : Sep 22, 2019, 4:02 AM IST

ଭୁବନେଶ୍ବର: ଅଭିଭାବକଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପାଠ ପଢ଼ାଇଲା ଭୁବନେଶ୍ବର ପୋଲିସ । ସାରା ରାଜ୍ୟରେ ଟ୍ରାଫିକ ନିୟକକୁ ତିନି ମାସ କୋହଳ କରିବା ପରେ ଏବେ ଓଡିଶା ପୋଲିସ ସାରା ରାଜ୍ୟରେ ବୁଲି ବୁଲି ଲୋକ ମାନଙ୍କୁ ଟ୍ରାଫିକ ନିୟମ ବୁଝାଉଛି ।

ଅଭିଭାବକଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପାଠ ପଢ଼ାଇଲା ଭୁବନେଶ୍ବର ପୋଲିସ

ଅନ୍ୟପଟେ ସ୍କୁଲ କଲେଜର ଛାତ୍ରଛାତ୍ରୀ ଟ୍ରାଫିକ ନିୟକ ବୁଝାଇବା ପୂର୍ବରୁ ଆଜି ଭୁବନେଶ୍ବର ଟ୍ରାଫିକ ପୋଲିସ ପିଲାଙ୍କ ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟ୍ରାଫିକ ନିୟମର ପାଠ ପଢ଼ାଇଛି । କାରଣ ପିଲା ମାନେ ପ୍ରଥମେ ନିଜର ଗୁରୁଙ୍କ କଥାକୁ ବେଶୀ ଧ୍ୟାନ ଦିଅନ୍ତି ।

ଆଜି ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଟ୍ରାଫିକ ନୟ।ପଲ୍ଲି ସ୍ଥିତ ମୁମତାଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟ୍ରାଫିକ ନିୟମ ସମ୍ବନ୍ଧରେ ପାଠ ପଢ଼ାଇଛନ୍ତି ।

ଭୁବନେଶ୍ବରୂପା ସତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଅଭିଭାବକ ସହ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପାଠ ପଢ଼ାଇଲା ଭୁବନେଶ୍ୱର ପୋଲିସ।

ସାରା ରାଜ୍ୟ ରେ ଟ୍ରାଫିକ ନିୟକ କୁ ତିନି ମାସ କୋହଳ କରିବା ପରେ ଏବେ ଓଡିଶା ପୋଲିସ ସାରା ରାଜ୍ୟ ରେ ବୁଲି ବୁଲି ଲୋକ ମାନଙ୍କୁ ଟ୍ରାଫିକ ନିୟମ ବୁଝାଉଛି। ଅନ୍ୟ ପଟେ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ଟ୍ରଫିକ ନିୟକ ବୁଝାଇବା ପୂର୍ବ ରୁ ଆଜି ଭୁବନେଶ୍ୱର ଟ୍ରଫିକ ପୋଲିସ ପିଲା ଙ୍କ ଅଭିଭାବକ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଟ୍ରାଫିକ ନିୟମ ର ପାଠ ପଢ଼ାଇଛି। କାରଣ ପିଲା ମାନେ ପ୍ରଥମେ ନିଜର ଗୁରୁ ଙ୍କ କଥା କୁ ବେଶୀ ଧ୍ୟାନ ଦିଅନ୍ତି। ଆଜି ଏହି ପରିପ୍ରେକ୍ଷୀରେ ରେ ଭୁବନେଶ୍ୱର ଟ୍ରାଫିକ ନୟ।ପଲ୍ଲି ସ୍ଥିତ ମୁମତାଜ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅଭିଭାବକ ସହ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପାଠ ଟ୍ରାଫିକ ନିୟମ ନିଜେ କିଭଳି ମାନିବେ ଓ ସ୍କୁଲ ରେ ଛାତ୍ରଛାତ୍ରୀ ଙ୍କୁ କୀଭଳି ଏହି ନିୟମ ବୁଝାଇବେ ତା ଉପରେ ପାଠ ପଢ଼ାଇଛି।

Body:ଅଭିଭାବକ ସହ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପାଠ ପଢ଼ାଇଲା ଭୁବନେଶ୍ୱର ପୋଲିସ।

ସାରା ରାଜ୍ୟ ରେ ଟ୍ରାଫିକ ନିୟକ କୁ ତିନି ମାସ କୋହଳ କରିବା ପରେ ଏବେ ଓଡିଶା ପୋଲିସ ସାରା ରାଜ୍ୟ ରେ ବୁଲି ବୁଲି ଲୋକ ମାନଙ୍କୁ ଟ୍ରାଫିକ ନିୟମ ବୁଝାଉଛି। ଅନ୍ୟ ପଟେ ସ୍କୁଲ କଲେଜ ର ଛାତ୍ରଛାତ୍ରୀ ଟ୍ରଫିକ ନିୟକ ବୁଝାଇବା ପୂର୍ବ ରୁ ଆଜି ଭୁବନେଶ୍ୱର ଟ୍ରଫିକ ପୋଲିସ ପିଲା ଙ୍କ ଅଭିଭାବକ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଟ୍ରାଫିକ ନିୟମ ର ପାଠ ପଢ଼ାଇଛି। କାରଣ ପିଲା ମାନେ ପ୍ରଥମେ ନିଜର ଗୁରୁ ଙ୍କ କଥା କୁ ବେଶୀ ଧ୍ୟାନ ଦିଅନ୍ତି। ଆଜି ଏହି ପରିପ୍ରେକ୍ଷୀରେ ରେ ଭୁବନେଶ୍ୱର ଟ୍ରାଫିକ ନୟ।ପଲ୍ଲି ସ୍ଥିତ ମୁମତାଜ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅଭିଭାବକ ସହ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ପାଠ ଟ୍ରାଫିକ ନିୟମ ନିଜେ କିଭଳି ମାନିବେ ଓ ସ୍କୁଲ ରେ ଛାତ୍ରଛାତ୍ରୀ ଙ୍କୁ କୀଭଳି ଏହି ନିୟମ ବୁଝାଇବେ ତା ଉପରେ ପାଠ ପଢ଼ାଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.