ETV Bharat / city

ନୂଆବର୍ଷରେ ନବୀନଙ୍କ ନୂଆ ଚ୍ୟାଲେଞ୍ଜ

୨୦୧୯ ବର୍ଷ ଶେଷ ହେବାକୁ ବସିଛି , ଆଉ ମାତ୍ର କେଇଘଣ୍ଟା ପରେ ପଦାର୍ପଣ କରିବ ନବବର୍ଷ ୨୦୨୦ । ନୂଆ ଆଶା ନୂଆ ଆକାଂକ୍ଷା ସହ ନୂଆ ଚ୍ୟାଲେଞ୍ଜ ବି ଆସିବ । ତେବେ ରାଜ୍ୟରେ ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ଥିବା ବିଜୁ ଜନତା ଦଳ ପାଇଁ କ’ଣ ରହିବ ଚ୍ୟାଲେଞ୍ଜ। ଜାଣନ୍ତୁ ଅଧିକ ଖବର...

author img

By

Published : Dec 31, 2019, 9:52 PM IST

ନୂଆବର୍ଷରେ କଣ ରହିବ ବିଜେଡିର ନୂଆ ଚ୍ୟାଲେଞ୍ଜ!

ଭୁବନେଶ୍ବର: ଆଉ କିଛି ଘଣ୍ଟାର ଅପେକ୍ଷା । ୨୦୧୯ ବର୍ଷ ଶେଷ ହେବାକୁ ବସିଛି , ଆଉ ମାତ୍ର କେଇଘଣ୍ଟା ପରେ ଆସିବ ପଦାର୍ପଣ କରିବ ନବବର୍ଷ ୨୦୨୦ । ନୂଆ ଆଶା ନୂଆ ଆକାଂକ୍ଷା ସହ ନୂଆ ଚ୍ୟାଲେଞ୍ଜ ବି ଆସିବ । ତେବେ ରାଜ୍ୟରେ ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ଥିବା ବିଜୁ ଜନତା ଦଳ ପାଇଁ କଣ ରହିବ ଚ୍ୟାଲେଞ୍ଜ। ବର୍ଷ ୨୦୨୦ ରାଜ୍ୟ ସରକାରଙ୍କ ପାଇଁ ନୂଆ ସଂକଳ୍ପ ଓ ନୂଆ ଉତ୍ସାହ ନେଇ ଆସିବ । ହେଲେ ସାମନାରେ ମଧ୍ୟ ନୂଆ ଚ୍ୟାଲେଞ୍ଜର ସାମନା କରିବ ଦଳ ।

ଏବେ ଆସନ୍ତୁ ନଜର ପକାଇବା କଣ ରହିବ ବିଜେଡି ଦଳ ଓ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ...

  • ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବା ସହ ପୁରୁଣା ଯୋଜନାର ପ୍ରାଥମିକତା ଚ୍ୟାଲେଞ୍ଜ ରହିବ।
  • ନୂଆ ଯୋଜନା " ମୋ ସରକାର " ଓ 5T କୁ କାର୍ଯ୍ୟକାରୀ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।
  • ତେବେ 5T କୁ ରାଜ୍ୟ ସରକାରଙ୍କ ସମସ୍ତ ୪୨ଟି ବିଭାଗରେ ଲାଗୁ କରିବା ମଧ୍ୟ ଏକ ଚ୍ୟାଲେଞ୍ଜ ହେବ ।
  • ପୁରୁଣା ଯୋଜନା କାଳିଆ , ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ , ମମତା , ବିଜୁ ପକ୍କା ଘର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ଲାଗସିପ୍ ଯୋଜନାକୁ ସଠିକ୍ ଭାବେ ପରିଚାଳନା କରିବା ସରକାରଙ୍କ ପାଇଁ ବଡ ଆହ୍ଵାନ ହେବ ।
  • ଏହା ସହ ରାଜ୍ୟରେ ଦୀର୍ଘ ୨ ବର୍ଷ ହେବ ପୌର ନିର୍ବାଚନ ହୋଇପାରିନାହିଁ । ସମସ୍ତ ପୌରସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇସାରିଛି । ସେଗୁଡ଼ିକର ନିର୍ବାଚନ କରିବା ସରକାରଙ୍କ ସହ ବିଜୁଜନତା ଦଳ ପାଇଁ ଏକ ଚ୍ୟାଲେଞ୍ଜ ହେବ ।
  • ଏହା ସହ ସମବାୟ ସଂସ୍ଥା ମାନଙ୍କର ମଧ୍ୟ ନିର୍ବାଚନ ଚଳିତ ବର୍ଷ ହେବାର ଥିବାରୁ ଏହା ମଧ୍ୟ ଏକ ଚ୍ୟାଲେଞ୍ଜ ରହିବ।
  • ଚଳିତ ବର୍ଷ ମେ ୨୯ତାରିଖରେ ରାଜ୍ୟ ସରକାରକୁ ଏକ ବର୍ଷ ପୂରିବ । ଏକବର୍ଷର ସମସ୍ତ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ତାହା ମଧ୍ୟ ଏକ ବଡ ଚ୍ୟାଲେଞ୍ଜ ରୂପେ ଉଭା ହେବ ।
  • ରାଜ୍ୟ ସରକାର ଦେଇଥିବା ଜନସାଧାରଣଙ୍କୁ ପ୍ରତିଶ୍ରୁତି ପାଳନ କରିବା ଏକ ବଡ ଚ୍ୟାଲେଞ୍ଜ ହେବ । ଲୋକଙ୍କ ନିକଟରେ ସେବା ପହଞ୍ଚିବା ଲକ୍ଷ୍ୟ ହାସଲ କରିବା ନିଶ୍ଚିତ ରୂପେ ଏକ ବଡ ଚ୍ୟାଲେଞ୍ଜ ହେବ ସରକାରଙ୍କ ପାଇଁ ।
  • ସେପଟେ ଦଳ ମଧ୍ୟରେ ଥିବା ଅସନ୍ତୁଷ୍ଟଙ୍କୁ ଏକଜୁଟ କରିବା ସହ ଆଗାମୀ ଦିନରେ ଥଇଥାନ କରିବା ପାଇଁ ବିଜେଡି ପାଇଁ ଆଉ ଏକ ଚ୍ୟାଲେଞ୍ଜ ହେବ ।
  • ଶେଷରେ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟରେ ଦିନକୁ ଦିନ ସକ୍ରିୟ ଭୂମିକାରେ ଅବର୍ତୀଣ୍ଣ ହେଉଛନ୍ତି । ତାଙ୍କୁ ମୁକାବିଲା କରିବା ସହ ଦଳୀୟ ସଂଗଠନକୁ ସୁଦୃଢ କରିବା ମଧ୍ୟ ବିଜେଡି ପାଖରେ ଚ୍ୟାଲେଞ୍ଜ ରହିବ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:୨୦୧୯ ବର୍ଷ ଶେଷ ହେବାକୁ ବସିଛି ,ଆଉ ମାତ୍ର କେଇଘଣ୍ଟା ପରେ ଆସିବ ୨୦୨୦ ,ନୂଆ ଆଶା ନୂଆ ଆକାଙ୍କ୍ଷା ସହ ନୂଆ ଚ୍ୟାଲେଞ୍ଜ ବି ଆସିବ ।ରାଜ୍ୟରେ ଦିର୍ଘ ବର୍ଷ ଧରି ଶାସନ ରେ ଥିବା ବିଜୁ ଜନତା ଦଳ ପାଇଁ କଣ ରହିବ ଚ୍ୟାଲେଞ୍ଜ ।ବର୍ଷ ୨୦୨୦ ରାଜ୍ୟ ସରକାରଙ୍କ ପାଇଁ ନୂଆ ସଂକଳ୍ପ ଓ ନୂଆ ଉତ୍ସାହ ନେଇ ଆସିବ ,ହେଲେ ସାମନାରେ ମଧ୍ୟ ନୂଆ ଚ୍ୟାଲେଞ୍ଜ ର ସାମନା କରିବ ଦଳ ।

୫.ରାଜ୍ୟ ସରକାରଙ୍କ ଜନସାଧାରଣ ଙ୍କ ପ୍ରତିଶ୍ରୁତି ପାଳନ କରିବା ଏକ ବଡ ଚ୍ଯାଲଜ ହେବ ।ଲୋକଙ୍କ ଦୁଆରେ ସେବା ପହଞ୍ଚିବା ଲକ୍ଷ ହାସଲ କରିବା ନିଶ୍ଚିତ ରୂପେ ଏକ ବଡ ଚ୍ୟାଲେଞ୍ଜ ହେବ ସରକାରଙ୍କ ପାଇଁ ।

୬.ଏହା ସହ ଦଳ ମଧ୍ୟରେ ଥିବା ଅସନ୍ତୁଷ୍ଟ ଙ୍କୁ ଏକଜୁଟ କରିବା ,ସସ ଆଗାମୀ ଦିନରେ ଥଇଥାନ କରିବା ପାଇଁ ବିଜେଡି ପାଇଁ ଆଉ ଏକ ଚ୍ୟାଲେଞ୍ଜ ହେବ

୭.ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟରେ ଦିନକୁ ଦିନ ସକ୍ରିୟ ଭୁମିକା ରେ ଅବର୍ତୀଣ୍ଣ ହେଉଛନ୍ତି ,ତାକୁ ମୁକାବିଲା କରିବା ସହ ଦଳୀୟ ସଂଗଠନ କୁ ସୁଦୃଢ କରିବା ମଧ୍ୟ ବିଜେଡି ପାଖରେ ଚ୍ୟାଲେଞ୍ଜ ରହିବ ।Body:ଏବେ ଆସନ୍ତୁ ନଜର ପକାଇବା କଣ ରହିବ ବିଜେଡି ଦଳ ଓ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ।

୧.ନୂଆ ଯୋଜନା କୁ କାର୍ଯ୍ୟକାରୀ କରିବା ସହ ପୁରୁଣା ଯୋଜନାର ପ୍ରାଥମିକତା ଗୋଟିଏ ଚ୍ୟାଲେଞ୍ଜ ହେବ।ନୂଆ ଯୋଯନା " ମୋ ସରକାର " ଓ ୫ଟି କୁ କାର୍ଯ୍ୟକାରୀ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବା ସହ ରାଜ୍ୟ ସରକାରଙ୍କ ସମସ୍ତ ୪୨ଟି ବିଭାଗରେ ଲାଗୁ କରିବା ଏକ ଚ୍ୟାଲେଞ୍ଜ ହେବ ।ଏହା ସହ ଏହାକୁ କାର୍ଯ୍ୟକାରୀ କରିବା ମଧ୍ୟ କଠିନ ହେବ ।

ଏହା ସହ ପୁରୁଣା ଯୋଯନା କାଳିଆ ,ବିଜୁ ସ୍ଵସ୍ତ୍ୟ କଲ୍ୟାଣ ,ମମତା ,ବିଜୁ ପକ୍କା ଘର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ଲାଗସିପ୍ ଯୋଯନା କୁ ସଠିକ୍ ଭାବେ ପରିଚାଳନା କରିବା ସରକାରଙ୍କ ପାଇଁ ବଡ ଆହ୍ଵାନ ହେବ ।

୨. ଏହା ସହ ରାଜ୍ୟରେ ଦିର୍ଘ ୨ ବର୍ଷ ହେବ ପୈର ନିର୍ବାଚନ ହୋଇପାରିନାହିଁ ।ସମସ୍ତ ପୈରସସ୍ଥାର କାର୍ଯ୍ୟକାଳ ଶେଷ ହୋଇସାରିଛି ।ସେଗୁଡ଼ିକ ର ନିର୍ବାଚନ କରିବା ସରକାରଙ୍କ ସହ ବିଜୁଜନତା ଦଳ ପାଇଁ ଏକ ଚ୍ୟାଲେଞ୍ଜ ହେବ ।

୩.ଏହା ସହ ସମବାୟ ସଂସ୍ଥା ମାନଙ୍କର ମଧ୍ୟ ନିର୍ବାଚନ ଚଳିତ ବର୍ଷ ହେବାର ଥିବାରୁ ଏହା ମଧ୍ୟ ଏକ ଚ୍ୟାଲେଞ୍ଜ ହେବ ।

୪.ଚଳିତ ବର୍ଷ ମେ ୨୯ତାରିଖରେ ରାଜ୍ୟ ସରକାରକୁ ଏକ ବର୍ଷ ପୁରିବ ।ଏକବର୍ଷର ସମସ୍ତ ବିଭାଗର ସମିକ୍ଷା କରିବେ ମୁଖ୍ୟମନ୍ତ୍ରୀ ତାହା ମଧ୍ୟ ଏକ ଚ୍ୟାଲେଞ୍ଜ ହେବ ।
Conclusion:
୫.ରାଜ୍ୟ ସରକାରଙ୍କ ଜନସାଧାରଣ ଙ୍କ ପ୍ରତିଶ୍ରୁତି ପାଳନ କରିବା ଏକ ବଡ ଚ୍ଯାଲଜ ହେବ ।ଲୋକଙ୍କ ଦୁଆରେ ସେବା ପହଞ୍ଚିବା ଲକ୍ଷ ହାସଲ କରିବା ନିଶ୍ଚିତ ରୂପେ ଏକ ବଡ ଚ୍ୟାଲେଞ୍ଜ ହେବ ସରକାରଙ୍କ ପାଇଁ ।

୬.ଏହା ସହ ଦଳ ମଧ୍ୟରେ ଥିବା ଅସନ୍ତୁଷ୍ଟ ଙ୍କୁ ଏକଜୁଟ କରିବା ,ସସ ଆଗାମୀ ଦିନରେ ଥଇଥାନ କରିବା ପାଇଁ ବିଜେଡି ପାଇଁ ଆଉ ଏକ ଚ୍ୟାଲେଞ୍ଜ ହେବ

୭.ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟରେ ଦିନକୁ ଦିନ ସକ୍ରିୟ ଭୁମିକା ରେ ଅବର୍ତୀଣ୍ଣ ହେଉଛନ୍ତି ,ତାକୁ ମୁକାବିଲା କରିବା ସହ ଦଳୀୟ ସଂଗଠନ କୁ ସୁଦୃଢ କରିବା ମଧ୍ୟ ବିଜେଡି ପାଖରେ ଚ୍ୟାଲେଞ୍ଜ ରହିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.