ETV Bharat / city

ଭୁବନେଶ୍ବରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ: MCL ଗେଷ୍ଟ ହାଉସ୍‌ରେ କରିବେ ରାତ୍ରୀ ଯାପନ

author img

By

Published : Jun 22, 2022, 9:03 PM IST

Updated : Jun 22, 2022, 9:58 PM IST

ଭୁବନେଶ୍ବରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ରାଜଧାନୀର MCL ଗେଷ୍ଟ ହାଉସ୍‌ରେ ସେ ଆଜି ରାତ୍ରୀ ଯାପନ କରିବେ । ଅଧିକ ପଢନ୍ତୁ

MCL ଗେଷ୍ଟ ହାଉସ୍‌ରେ ରାତ୍ରୀ ଯାପନ କରିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ରାଜଧାନୀର MCL ଗେଷ୍ଟ ହାଉସ୍‌ରେ ସେ ଆଜି ରାତ୍ରୀ ଯାପନ କରିବେ । ଆସନ୍ତାକାଲି ସକାଳେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଯିବେ ଦ୍ରୌପଦୀ ।

ଭୁବନେଶ୍ବରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ: MCL ଗେଷ୍ଟ ହାଉସ୍‌ରେ କରିବେ ରାତ୍ରୀ ଯାପନ

MCL ଗେଷ୍ଟ ହାଉସ୍‌ରେ ଦ୍ରୌପଦୀ ମୁର୍ମୁଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ବିହାରୀ ମହାପାତ୍ର, ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଠାକୁର ରଞ୍ଜିତ ଦାସ ପ୍ରମୁଖ ସ୍ବାଗତ କରିଛନ୍ତି । MCL ଗେଷ୍ଟ ହାଉସ୍‌ରେ ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଠାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

Last Updated : Jun 22, 2022, 9:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.