ETV Bharat / city

ଜେଇଇ ଆଡଭାନ୍ସ ପଞ୍ଜିକରଣ ସମୟସୀମା ବଢାଇବା ପାଇଁ ନବୀନଙ୍କ ଚିଠି - prakash javadekar

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ନବୀନଙ୍କ ଚିଠି । ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ନାମ ପଞ୍ଜିକରଣର ସମୟସୀମା 10 ଦିନ ବୃଦ୍ଧି କରିବାକୁ ଅନୁରୋଧ ।

ଡିଜାଇନ ଫଟୋ
author img

By

Published : May 7, 2019, 2:18 PM IST

Updated : May 7, 2019, 2:24 PM IST

ଭୁବନେଶ୍ବର: କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ନବୀନଙ୍କ ଚିଠି । ଜେଇଇ ଆଡଭାନ୍ସ ପରୀକ୍ଷା ପାଇଁ ନାମ ପଞ୍ଜିକରଣର ସମୟସୀମା 10 ଦିନ ବୃଦ୍ଧି କରିବାକୁ ଅନୁରୋଧ ।

odisha
ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ଆଇଆଇଟିରେ ନାମଲେଖା ପାଇଁ ମେ 27 ତାରିଖରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବାକୁ ଦିନ ଧାର୍ଯ୍ୟ ହୋଇଛି । ସେଥିପାଇଁ ମେ 3 ତାରିଖରୁ ଅନଲାଇନରେ ନାମ ପଞ୍ଜୀକରଣ ଆରମ୍ଭ ହୋଇଛି । ନାମ ପଞ୍ଜୀକରଣର ଶେଷ ତାରିଖ 9 ତାରିଖ ରହିଛି । କିନ୍ତୁ ‘ଫନି’ ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ବିଦ୍ୟୁତ ସଂଯୋଗ ଓ ଇଣ୍ଟରନେଟ ସୁବିଧା ଉପଲବ୍ଧ ହୋଇପାରୁନାହିଁ ।

ଯେଉଁଥିପାଇଁ ଯୋଗ୍ୟ ଓଡିଆ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିବାରେ ଆଶଙ୍କା ଦେଖାଦେଇଛି । ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଜିକରଣ ସମୟସୀମା 10 ଦିନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ।

ସୂଚନା ଥାଉକି, ଏଥିଲାଗି ନିଟ ପରୀକ୍ଷାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି ।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

Last Updated : May 7, 2019, 2:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.