ETV Bharat / city

ତାରାଙ୍କ ମନ୍ତବ୍ୟ ଉପରେ ଏମିତି କହିଲେ ପିସିସି ସଭାପତି - ତାରାଙ୍କ ମନ୍ତବ୍ୟ ଉପରେ ଏମିତି କହିଲେ ପିସିସି ସଭାପତି

କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ଦୁଇ ଦିନ ଧରି ଚାଲିଛି ନବ ସଂକଳ୍ପ ଶିବିର । ହେଲେ ଅସୁସ୍ଥତା କାରଣରୁ ଶିବିରରେ ଯୋଗ ଦେଇଥିନଥିବା ବିଧାୟକ ତାରା ବାହିନୀପତି ମାରିଛନ୍ତି ତେର୍ଛାବାଣ । ଆଉ ତାରାଙ୍କୁ ଜବାବ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

ତାରାଙ୍କ ମନ୍ତବ୍ୟ ଉପରେ ଏମିତି କହିଲେ ପିସିସି ସଭାପତି

author img

By

Published : Jun 2, 2022, 9:59 PM IST

ଭୁବନେଶ୍ବର: କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ଦୁଇ ଦିନ ଧରି ଚାଲିଛି ନବ ସଂକଳ୍ପ ଶିବିର । ହେଲେ ଅସୁସ୍ଥତା କାରଣରୁ ଶିବିରରେ ଯୋଗ ଦେଇଥିନଥିବା ବିଧାୟକ ତାରା ବାହିନୀପତି ମାରିଛନ୍ତି ତେର୍ଛାବାଣ । ଆଉ ତାରାଙ୍କୁ ଜବାବ ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତାରା କହିଛନ୍ତି ରାଜନୀତିରେ କଂଗ୍ରେସ ବହୁତ ଉଥାନ ପତନ ଦେଖିଛି । 1977 ଓ 1990 ମସିହାରେ କଂଗ୍ରେସ ସରକାରରେ ନଥିଲା କିନ୍ତୁ 1980 ଓ 1995 ମସିହାରେ ଫୁଣି ସରକାରଙ୍କୁ ଫେରିଥିଲା କଂଗ୍ରେସ। ଆମେ ସଂଗଠନକୁ ଅଧିକ କ୍ରିୟାଶୀଳ ଓ ଗତିଶୀଳ କରିବାକୁ ବ୍ୟସ୍ତ । ମହିଳା ଓ ଯୁବ ବର୍ଗଙ୍କୁ ଅଧିକରୁ ଅଧିକ ଦଳକୁ ଭିତରକୁ ଆସିବା ପାଇଁ ପ୍ରୟାସ କରୁଛୁ ।

ତାରାଙ୍କ ମନ୍ତବ୍ୟ ଉପରେ ଏମିତି କହିଲେ ପିସିସି ସଭାପତି

ଶରତ କହିଛନ୍ତି 2024 ରେ ଆମେ ରାଜ୍ୟସରକାରଙ୍କୁ ଗାଦିଚ୍ୟୁତ କରିବୁ ଏବଂ ସରକାରରେ ଦଖଲ କରିବୁ । ବିଧାୟକ ତାର ପ୍ରସାଦ ବାହିନୀପତି ଦେଇଥିବା ମନ୍ତବ୍ୟ ସମ୍ପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ସେ କହିଛନ୍ତି ପେଟ କାଢି ପିସିସି ସଭାପତିଙ୍କ ପଛରେ ବୁଲିବା କଥା । ଆମେ ତାକୁ ବିବାଦିୟ କାହିଁକି କରିବା । ତାଙ୍କର କହିବା କଥା ଥିଲା କଂଗ୍ରେସକୁ ମଜଭୂତ କରିବାକୁ ହେଲେ କର୍ମଠ ରାଜନୈତିକ ଜୀବନ ଆବଶ୍ୟକତା ରହିଛି । କାର୍ଯ୍ୟ କର କଂଗ୍ରେସକୁ ଆଗକୁ ବଢାଅ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.