ETV Bharat / city

ବାଇକରେ ବୁଲିଲେ ଟ୍ରାଫିକ ଡିସିପି, ସହରବାସୀଙ୍କୁ ଦେଲେ ସେଫ୍ଟି ଟିପ୍ସ - Awarness programme by commissionerate police

ସଡକ ସୁରକ୍ଷା ଦିବସରେ ଟ୍ରାଫିକ ଡିସିପିଙ୍କ ନିଆରା ପଦକ୍ଷେପ । ହେଲମେଟ ପିନ୍ଧି ମହିଳା ବାଇକ ରାଲି ଜରିଆରେ ସହରବାସୀଙ୍କୁ ସଚେତନ କରିଛନ୍ତି । ଅଧିକ ପଢନ୍ତୁ...

bhubaneswar
ବାଇକରେ ବୁଲିଲେ ଟ୍ରାଫିକ ଡିସିପି, ସହରବାସୀଙ୍କୁ ଦେଲେ ସେଫଟି ଟିପ୍ସ
author img

By

Published : Jan 11, 2020, 5:31 PM IST

ଭୁବନେଶ୍ବର: ସଡକ ସୁରକ୍ଷା ଦିବସରେ ଟ୍ରାଫିକ ଡିସିପିଙ୍କ ନିଆରା ପଦକ୍ଷେପ । ହେଲମେଟ ପିନ୍ଧି ମହିଳା ବାଇକ ରାଲି ଜରିଆରେ ସହରବାସୀଙ୍କୁ ସଚେତନ କରିଛନ୍ତି। ୩୧ତମ ଜାତୀୟ ସଡକ ସୁରକ୍ଷା ଦିବସ ଅବସରରେ ଏଭଳି ପଦକ୍ଷେପ ନେଇଛି କମିଶନରେଟ ପୋଲିସ । ଏଜି ଛକ ଟ୍ରାଫିକ ଥାନାରୁ ଏକ ବିଶାଳ ବାଇକ ରାଲିରେ ମହିଳାମାନେ ବାହାରି ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରିଛନ୍ତି ।

ବାଇକରେ ବୁଲିଲେ ଟ୍ରାଫିକ ଡିସିପି, ସହରବାସୀଙ୍କୁ ଦେଲେ ସେଫଟି ଟିପ୍ସ

ହେଲମେଟ ପିନ୍ଧି ଗାଡିଚାଳନା, ମଦ୍ୟପାନ କରି କି ମୋବାଇଲ ବ୍ୟବହାର କରି ଗାଡି ନ ଚଳାଇବାକୁ ସହରବାସୀଙ୍କୁ ଦେଇଥିଲେ ବାର୍ତ୍ତା । ଏହି ଅବସରରେ କିଛି ସାମାଜିକ ସଂଗଠନ ୩ଟି ବାଇକ କମିଶନରେଟ ପୋଲିସକୁ ପ୍ରଦାନ ସହ ରୋଡ ସେଫଟି ପାଇଁ ହାତ ବଢାଇଛନ୍ତି । ସେହିପରି ଏଭଳି ସଚେତନତା ସପ୍ତାହ ଆସନ୍ତା ୭ଦିନ ଧରି ସହରର ବିଭିନ୍ନ ଗଳିକନ୍ଦିରେ କରାଯିବ । ଲୋକଙ୍କୁ ବିଭିନ୍ନ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଯିବ ବୋଲି ଟ୍ରାଫିକ ଡିସିପି କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବାଇକରେ ବୁଲିଲେ ଟ୍ରାଫିକ ଡିସିପି,
ସହରବାସିଙ୍କୁ ଦେଲେ ସେଫଟି ଟିପ୍ସ
Body:
ସଡକ ସୁରକ୍ଷା ଦିବସରେ ନିଆରା ଦୃଷ୍ଯ।ଲୋକଙ୍କୁ ସଚେତନ ପାଇଁ ବାଇକ ରାଲିରେ ଚ୍ରାଫିକ ଡିସିପି ସାଗରିକା ନାଥ।ହେଲମେଣ୍ଟ ପିନ୍ଧି ମହିଳା ବାଇକ ରାଲି ଜରିଆରେ ସହରବାସିଙ୍କୁ କଲେ ସଚେତନ।୩୧ତମ ଜାତିୟ ସଡକ ସୁରକ୍ଷା ଦିବସ ଅବସରରେ ଏଭଳି ପଦକ୍ଷେପ ନେଇଥିଲା କମିସନରେଟ ପୋଲିସ।ଏଜି ଛକ ଟ୍ରାଫିକ ଥାନାରୁ ଏକ ବିଶାଳ ବାଇକ ରାଲିରେ ମହିଳାମାନେ ବାହାରି ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ।ହେଲମେଣ୍ଟ ପିନ୍ଧି ଗାଡିଚାଳନା,ମଦ୍ଯପାନ କରି କି ମୋବାଇଲ ବ୍ଯବହାର କରି ଗାଡି ନ ଚଳାଇବା କୁ ସହରବାସିଙ୍କୁ ଦେଇଥିଲେ ବାର୍ତା।ଏହି ଅବସରରେ କିଛି ସାମାଜିକ ସଂଗଠନ ୩ଟି ବାଇକ କମିସନରେଟ ୁୋଲିସକୁ ପ୍ରଦାନ ସହ ରୋଡ ସେଫଟି ପାଇଁ ହାତ ବଢାଇଛନ୍ତି।ସେହିପରି ଏଇଭଳି ସଚେତନତା ସପ୍ତାହ ଆଗାମି ୭ଦିନ ଧରି ସହରର ବିଭିନ୍ନ ଗଳିକନ୍ଦିରେ କରାଯିବ।ଲୋକଙ୍କୁ ବିଭିନ୍ନ ଟ୍ରାଫିକ ନିୟମ ସମ୍ପର୍କରେ ଅବଗତ କରାଯିବ।

Conclusion:ବାଇଟ-ସାଗରିକା ନାଥ,ଟ୍ରାଫିକ ଡିସିପି

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.