ETV Bharat / city

ଫନି ପରେ... ମହାକାଶରୁ ଦେଖନ୍ତୁ ଟ୍ବିନ୍‌ ସିଟିର ଫଟୋ - power outage

‘ନାସା’ ଜାରି କରିଛି ଦୈତ୍ୟନଗରୀର ନକ୍ସା । ଟ୍ବିନ ସିଟିର ରାତିର ଚିତ୍ରକୁ ଜାରି କରି ଦେଖାଇଛି ବାତ୍ୟା ପୂର୍ବର ଓ ପର ପାର୍ଥକ୍ୟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@NASAEarth
author img

By

Published : May 9, 2019, 11:43 AM IST

Updated : May 9, 2019, 11:52 AM IST

ଭୁବନେଶ୍ବର: ବାତ୍ୟା ‘ଫନି’ ଛଡାଇ ନେଇଛି ଲୋକଙ୍କୁ ମୁହଁରୁ ହସ । ଉଜାଡି ଦେଇଛି ଅନେକ ଘର । ‘ଫନି’ର ପ୍ରଳୟରେ ହଲିଯାଇଛି ପୁରୀ, କଟକ ଓ ଭୁବନେଶ୍ବର । ଠପ୍‌ ହୋଇଛି ବିଦ୍ୟୁତ୍‌ ସେବା ।

Nasa
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@NASAEarth

ଫଳରେ ଚାରିଆଡେ ଅନ୍ଧାର । ତେବେ ଓଡିଶାର ଏପରି ଅବସ୍ଥାରେ ଆମେରିକୀୟ ସ୍ପେସ୍‌ ଏଜେନ୍ସି ‘ନାସା’ ଜାରି କରିଛି ଦୈତ୍ୟନଗରୀର ନକ୍ସା । ଟ୍ବିନ ସିଟିର ରାତିର ଚିତ୍ରକୁ ଜାରି କରି ଦେଖାଇଛି ବାତ୍ୟା ପୂର୍ବର ଓ ପର ପାର୍ଥକ୍ୟ । ବାତ୍ୟା ପରେ ବିଭିନ୍ନ ସ୍ଥାନ ପ୍ରଭାବିତ ହୋଇଥିବାବେଳେ ନାସା ଏପରି ଚିତ୍ର ସାମ୍ନାକୁ ଆଣିଛି ।

Intro:Body:

ddh

Conclusion:
Last Updated : May 9, 2019, 11:52 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.