ETV Bharat / city

ନଗଜା ନିରଞ୍ଜନା ହେଲେ ଖଦି କ୍ବିନ୍

ଭୁବନେଶ୍ବର ଏସପ୍ଲାନେଡ଼ ମଲ ପରିସରରେ ୱି କଲେକ୍ଟିଭ ପକ୍ଷରୁ ଆୟୋଜିତ ହୋଇଥିଲା ଫେସନ ଶୋ । ଖଦି ବସ୍ତ୍ରର ଉପଯୋଗୀତା ଓ ବୁଣାକାର ମାନଙ୍କୁ ପ୍ରୋତ୍ସାହନ କରିବା ଉଦେଶ୍ୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ନଗଜା ନିରଞ୍ଜନା ହେଲେ ଖଦି କ୍ବିନ୍
author img

By

Published : Oct 5, 2019, 6:27 AM IST

ଭୁବନେଶ୍ବର: ଖଦି ବସ୍ତ୍ରର ଉପଯୋଗୀତା ଓ ବୁଣାକାର ମାନଙ୍କୁ ପ୍ରୋତ୍ସାହନ କରିବା ଉଦେଶ୍ୟରେ ଆୟୋଜିତ ହୋଇଥିଲା ଏକ ଫେସନ ଶୋ । ଯେଉଁଥିରେ ନଗଜା ନିରଞ୍ଜନା ଖଦି କ୍ବିନର ଟାଇଟଲ ହାସଲ କରିଛନ୍ତି ।

ସ୍ଥାନୀୟ ଏସପ୍ଲାନେଡ଼ ମଲ ପରିସରରେ ୱି କଲେକ୍ଟିଭ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବୁଣାକାରମାନେ ସେମାନଙ୍କ ଉତ୍ପାଦର ପ୍ରଦର୍ଶନୀ ଖଦି ଫେସନ ଶୋ ମାଧ୍ୟମରେ କରାଇଥିଲେ । ଯାହାକୁ ମଡେଲ ମାନେ ପିନ୍ଧି ରାମ୍ପରେ ଚାଲିଥିଲେ । ଏହି ଅବସରରେ ମଡେଲ ନଗଜା ନିରଞ୍ଜନା ଚଳିତ ବର୍ଷ ପାଇଁ ଖଦି କ୍ବିନର ଆଖ୍ୟା ଲାଭ କରିଥିଲେ । ସେହିପରି ଅନ୍ୟ ଦୁଇଜଣ ମଡେଲ ପ୍ରଥମ ଓ ଦ୍ଵିତୀୟ ରନର୍ସଅପ ହୋଇଥିଲେ । ଏହି ଅବସରରେ ସେମାନଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହିତ ଜଣେ ମହିଳା ବୁଣାକାରଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି ।

ନଗଜା ନିରଞ୍ଜନା ହେଲେ ଖଦି କ୍ବିନ୍

ଅନୁଷ୍ଠାନର ସଦସ୍ୟ ଚିଦାତ୍ମିକା ଖଟୁଆଙ୍କ ଅନୁସାରେ ୱି କଲେକ୍ଟିଭ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ କରିବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତିରେ ସହାୟତା ପ୍ରଦାନ କରିଥାଏ । ସାରା ଦେଶରେ ଗାନ୍ଧୀ ଜୟନ୍ତୀ ପାଳିତ ହେଉଥିବା ବେଳେ ଖଦି ବସ୍ତ୍ରର ମହତ୍ତ୍ବ ଲୋକମାନଙ୍କ ନିକଟରୁ ଲୋପ ହେବାକୁ ବସିଲାଣି । ତେଣୁ ଖଦି ବସ୍ତ୍ର ସହିତ ଏହା ବୁଣାକାରଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସେ ପ୍ରକାଶ କରିଛନ୍ତି । ଏହି ଟାଇଟଲର ଉପବିଜେତା ହେଲେ ନିରଜ ପ୍ରିୟା ଦାସ । ଏହି ଫେସନ ଶୋ ତାଙ୍କୁ ଆଗକୁ ଯିବାକୁ ଏବଂ ଖଦିର ପ୍ରଚାର ପ୍ରସାର ଦିଗରେ ପ୍ରେରଣା ଯୋଗାଇବ ବୋଲ ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:
ଭୁବନେଶ୍ୱର:ଖଦି ବସ୍ତ୍ରର ଉପଯୋଗୀତା ଓ ବୁଣାକାର ମାନଙ୍କୁ ପ୍ରୋତ୍ସାହନ କରିବା ଉଦେଶ୍ୟ ରେ ଆୟୋଜିତ ହୋଇଥିଲା ଏକ ଫେସନ ଶୋ ।ଯେଉଁଥିରେ ନଗଜା ନିରଞ୍ଜନା ଖଦି କ୍ୱିନର ଟାଇଟଲ ହାସଲ କରିଛନ୍ତି।
ସ୍ଥାନୀୟ ଏସପ୍ଲାନେଡ଼ ମଲ ପରିସରରେ ଉଇ କଲେକ୍ଟିଭ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବୁଣାକାର ମାନେ ସେମାନଙ୍କ ଉତ୍ପାଦର ପ୍ରଦର୍ଶନୀ ଖଦି ଫେସନ ଶୋ ମାଧ୍ୟମରେ କରାଇଥିଲେ।ଯାହାକୁ ମଡେଲ ମାନେ ପିନ୍ଧି ରାମ୍ପ ରେ ଚାଲିଥିଲେ।ଏହି ଅବସରରେ ମଡେଲ ନଗଜା ନିରଞ୍ଜନା ଙ୍କୁ ଚଳିତ ବର୍ଷ ପାଇଁ ଖଦି କ୍ୱିନର ଆଖ୍ୟା ଲାଭ କରିଥିଲେ।ସେହିପରି ଅନ୍ୟ ଦୁଇଜଣ ମଡେଲ ପ୍ରଥମ ଓ ଦ୍ଵିତୀୟ ରନର୍ସ ଅପ ହୋଇଥିଲେ।ଏହି ଅବସରରେ ସେମାନଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହିତ ଜଣେ ମହିଳା ବୁଣାକାର ଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି।
Body:ଅନୁଷ୍ଠାନର ସଦସ୍ୟ ଚିଦାତ୍ମିକା ଖଟୁଆଙ୍କ ଅନୁସାରେ ଉଇ କଲେକ୍ଟିଭ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ କରିବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡ ଉନ୍ନତିରେ ସହାୟତା ପ୍ରଦାନ କରିଥାଏ।ତେବେ ସାରା ଦେଶରେ ଗାନ୍ଧୀ ଜୟନ୍ତୀ ପାଳିତ ହେଉଥିବାବେଳେ ଖଦି ବସ୍ତ୍ରର ମହତ୍ତ୍ୱ ଲୋକମାନଙ୍କ ନିକଟରୁ ଲୋପ ହେବାକୁ ବସିଲାଣି।ତେଣୁ ଖଦି ବସ୍ତ୍ର ସହିତ ଏହାର ବୁଣାକାର ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଉଦେଶ୍ୟ ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ସେ ପ୍ରକାଶ କରିଛନ୍ତି।ଏହି ଟାଇଟଲ ର ଉପବିଜେତା ହୋଇଥିବା ନିରଜ ପ୍ରିୟା ଦାସଏହା ତାଙ୍କୁ ଆଗକୁ ଯିବାକୁ ଏବଂ ଖଦିର ପ୍ରଚାର ପ୍ରସାର ଦିଗରେ ପ୍ରେରଣା ଯୋଗାଇବ କହିଛନ୍ତି।
ବାଇଟ-ଚିଦାତ୍ମିକା ଖଟୁଆ,ଉଇ କଲେକ୍ଟିଭ ସଦସ୍ୟ
ବାଇଟ-ନିରଜ ପ୍ରିୟା ଦାସ
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.