ETV Bharat / city

ନବନିର୍ମାଣ କୃଷକ ସଂଗଠନର ସ୍ମାରକ ପତ୍ର ପ୍ରଦାନ - କୃଷି ଆଇନ

୩ଟି କୃଷି ଆଇନ ପ୍ରତ୍ୟାହାର ଦାବି । ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ନବନିର୍ମାଣ କୃଷକ ସଂଗଠନର ସ୍ମାରକ ପତ୍ର ପ୍ରଦାନ । ଅଧିକ ପଢନ୍ତୁ...

naba nirman krushak sangathan gave memorandum to governor
ନବନିର୍ମାଣ କୃଷକ ସଂଗଠନର ସ୍ମାରକ ପତ୍ର ପ୍ରଦାନ
author img

By

Published : Jun 26, 2021, 2:19 PM IST

ଭୁବନେଶ୍ବର : ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି ହୋଇଛି । ଏନେଇ ରାଜ୍ୟପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ନବନିର୍ମାଣ କୃଷକ ସଂଗଠନର ସ୍ମାରକ ପତ୍ର ପ୍ରଦାନ କରିଛି । ଏହି ୩ଟି କୃଷକ ବିରୋଧୀ ଆଇନ ଅସାମ୍ବିଧାନିକ । କୃଷକଙ୍କ ସହ ଆଲୋଚନା କରାନଯାଇ ସରକାର ଏହି କୃଷକ ମାରଣ ନୀତିକୁ ଅବଲମ୍ବନ କରୁଛନ୍ତି ।

ନବନିର୍ମାଣ କୃଷକ ସଂଗଠନର ସ୍ମାରକ ପତ୍ର ପ୍ରଦାନ

ତେଣୁ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ନେଇ ନବନିର୍ମାଣ କୃଷକ ସଂଗଠନର ନେତାମାନେ ଦାବି କରିଛନ୍ତି । ଆଜି ଏହି ସ୍ମାରକ ପତ୍ର ନେଇ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସାହୁ ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.