ETV Bharat / city

ରାଜ୍ୟ ଏମଏସଏମଇ ମେଳା ଉଦଘାଟିତ; ବିଦେଶୀ ପ୍ରତିନିଧି ହୋଇଛନ୍ତି ସାମିଲ

author img

By

Published : Jan 9, 2020, 12:01 AM IST

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରତ୍ସୋହନ ଦେବା ନିମନ୍ତେ ଭୁବନେଶ୍ବରରେ ଆରମ୍ଭ ହୋଇଛି ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦ । ମେଳାରେ ସାମିଲ ହୋଇଛନ୍ତି ବିଦେଶୀ ପ୍ରତିନିଧି ।

PHOTO
PHOTO

ଭୁବନେଶ୍ବର: ଓଡିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦ ଆରମ୍ଭ ହୋଇଛି । ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମେଳା ଭୁବନେଶ୍ବର ସ୍ଥିତ IDCOL ପ୍ରଦର୍ଶନୀ ପଡିଆ ଠାରେ ବୁଧବାର ଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୪ଟି ହ୍ୟାଙ୍ଗରରେ ସମୁଦାୟ ୨୮୦ଟି ଷ୍ଟଲ ପ୍ରଦର୍ଶିତ ହୋଇଛି । ଚଳିତ ବର୍ଷ ବିଷୟବସ୍ତୁ ରହିଛି ‘ଫୋକସ ଏମଏସଏମଇ @୨୦୨୦’ ଏହି ମେଳା ରେ ବାଙ୍ଗଳାଦେଶରୁ ୧୦ ଜଣ ଏବଂ ଇରାନରୁ ୨୨ ଜଣ ପ୍ରତିନିଧ ସାମିଲ ହୋଇଛନ୍ତି ।

ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦କୁ ଉଦଘାଟନ

ପ୍ରତିନିଧି ମଣ୍ଡଳୀ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ନିମନ୍ତେ ଓଡିଶାର ଉଦ୍ୟୋଗୀ ମାନଙ୍କ ସହିତ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିବେ । ଏହି ମେଳାରେ ଶିଳ୍ପ, ଶକ୍ତି, MSME, ଓ ଗୃହରାଷ୍ଟ୍ର ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧକ୍ଷ ଚିନ୍ମୟ ସାହୁ, MSME ବିଭାଗୀୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ମେଳାର ଉଦଘାଟନ କରିବା ସହ ଲୋଗ ଓ ବୁକଲେଟ ଉନ୍ମୋଚନ କରିଥିଲେ I

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଓଡିଶା ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦କୁ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମେଳା ଭୁବନେଶ୍ୱର ସ୍ଥିତ IDCOL ପ୍ରଦର୍ଶନୀ ପଡିଆ ଠାରେ ଆଜିଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୪ଟି ହ୍ୟାଙ୍ଗରରେ ସମୁଦାୟ ୨୮୦ ଟି ଷ୍ଟଲ ପ୍ରଦର୍ଶିତ ହୋଇଛି । ଏହି ବର୍ଷ ର ବିଷୟବସ୍ତୁ ରହିଛି " ଫୋକସ ଏମ୍ଏସ ଏମ୍ଏ @୨୦୨୦" ଏହି ମେଳା ରେ ବଙ୍ଗଳା ଦେଶରୁ ୧୦ଜଣ ଏବଂ ଇରାନ ରୁ ୨୨ ଜଣ ଡେଲିଗେଟସ ଆସିଛନ୍ତି । ସେମାନେ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କୁ ପ୍ରୋତ୍ସାହନ ଦେବା ନିମନ୍ତେ ଓଡ଼ିଶାର ଉଦ୍ୟୋଗୀ ମାନଙ୍କ ସହିତ ଆଲୋଚନାଚକ୍ର ରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।ଏହି ମେଳା ରେ ଶିଳ୍ପ, ଶକ୍ତି, MSME, ଓ ଗୃହ ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧକ୍ଷ, ଚିନ୍ମୟ ସାହୁ, MSME ବିଭାଗୀୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ମେଳାର ଉଦଘାଟନ କରିବା ସହ ଲୋଗ ଓ booklet ଉନ୍ମୋଚନ କରିଥିଲେ IBody:ଓଡିଶା ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦କୁ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମେଳା ଭୁବନେଶ୍ୱର ସ୍ଥିତ IDCOL ପ୍ରଦର୍ଶନୀ ପଡିଆ ଠାରେ ଆଜିଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୪ଟି ହ୍ୟାଙ୍ଗରରେ ସମୁଦାୟ ୨୮୦ ଟି ଷ୍ଟଲ ପ୍ରଦର୍ଶିତ ହୋଇଛି । ଏହି ବର୍ଷ ର ବିଷୟବସ୍ତୁ ରହିଛି " ଫୋକସ ଏମ୍ଏସ ଏମ୍ଏ @୨୦୨୦" ଏହି ମେଳା ରେ ବଙ୍ଗଳା ଦେଶରୁ ୧୦ଜଣ ଏବଂ ଇରାନ ରୁ ୨୨ ଜଣ ଡେଲିଗେଟସ ଆସିଛନ୍ତି । ସେମାନେ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କୁ ପ୍ରୋତ୍ସାହନ ଦେବା ନିମନ୍ତେ ଓଡ଼ିଶାର ଉଦ୍ୟୋଗୀ ମାନଙ୍କ ସହିତ ଆଲୋଚନାଚକ୍ର ରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।ଏହି ମେଳା ରେ ଶିଳ୍ପ, ଶକ୍ତି, MSME, ଓ ଗୃହ ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧକ୍ଷ, ଚିନ୍ମୟ ସାହୁ, MSME ବିଭାଗୀୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ମେଳାର ଉଦଘାଟନ କରିବା ସହ ଲୋଗ ଓ booklet ଉନ୍ମୋଚନ କରିଥିଲେ IConclusion:ଓଡିଶା ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୦କୁ ଉଦଘାଟନ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମେଳା ଭୁବନେଶ୍ୱର ସ୍ଥିତ IDCOL ପ୍ରଦର୍ଶନୀ ପଡିଆ ଠାରେ ଆଜିଠାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ବର୍ଷ ୪ଟି ହ୍ୟାଙ୍ଗରରେ ସମୁଦାୟ ୨୮୦ ଟି ଷ୍ଟଲ ପ୍ରଦର୍ଶିତ ହୋଇଛି । ଏହି ବର୍ଷ ର ବିଷୟବସ୍ତୁ ରହିଛି " ଫୋକସ ଏମ୍ଏସ ଏମ୍ଏ @୨୦୨୦" ଏହି ମେଳା ରେ ବଙ୍ଗଳା ଦେଶରୁ ୧୦ଜଣ ଏବଂ ଇରାନ ରୁ ୨୨ ଜଣ ଡେଲିଗେଟସ ଆସିଛନ୍ତି । ସେମାନେ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କୁ ପ୍ରୋତ୍ସାହନ ଦେବା ନିମନ୍ତେ ଓଡ଼ିଶାର ଉଦ୍ୟୋଗୀ ମାନଙ୍କ ସହିତ ଆଲୋଚନାଚକ୍ର ରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।ଏହି ମେଳା ରେ ଶିଳ୍ପ, ଶକ୍ତି, MSME, ଓ ଗୃହ ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧକ୍ଷ, ଚିନ୍ମୟ ସାହୁ, MSME ବିଭାଗୀୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ମେଳାର ଉଦଘାଟନ କରିବା ସହ ଲୋଗ ଓ booklet ଉନ୍ମୋଚନ କରିଥିଲେ I
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.