ETV Bharat / city

ବୁଧବାର ପୁରୀ ଗସ୍ତ କରିବେ ସାଂସଦ ଅପରାଜିତା, ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି

author img

By

Published : Apr 26, 2022, 10:43 PM IST

ଶ୍ରୀମନ୍ଦିର ଚତୁର୍ପାଶ୍ବ ଖନନକୁ ନେଇ ବିବାଦ ଜୋର ଧରିଥିବା ସମୟରେ ଆସନ୍ତାକାଲି(ବୁଧବାର) ପୁରୀ ଗସ୍ତ କରିବେ ସାଂସଦ ଅପରାଜିତା ଷଡଙ୍ଗୀ । ଜିଲ୍ଲାପାଳଙ୍କୁ ଲେଖିଲେ ଚିଠି । ଅଧିକ ପଢନ୍ତୁ

ବୁଧବାର ପୁରୀ ଗସ୍ତ କରିବେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ବୁଧବାର ପୁରୀ ଗସ୍ତ କରିବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଅବସରରେ ସାଂସଦଙ୍କ ପୁରୀ ଶ୍ରୀମନ୍ଦିର ଦର୍ଶନ କାର୍ଯ୍ୟକ୍ରମ ରହିଛି । ପୁରୀ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଗସ୍ତ ନେଇ ଜଣାଇଛନ୍ତି ସାଂସଦ ।

ପୂର୍ବରୁ ସାଂସଦ ଅପରାଜିତା ପୁରୀ ଯିବା ସହ ଶରଧା ବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିବା ନେଇ ସୂଚନା ଦେଇଥିଲେ । ପରେ ପୁରୀ ଜିଲ୍ଲାପାଳ ଏହି ପଦଯାତ୍ରା ଉପରେ ରୋକ ଲଗାଇଥିଲେ । ବର୍ତ୍ତମାନ ପୁଣି ଅପରାଜିତାଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋରଧରିଛି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ବେଆଇନ ଖନନକୁ ବିରୋଧ କରିଥିଲେ ଅପରାଜିତା ।

  • I am going to Puri tomorrow in the forenoon to seek the blessings of Mahaprabhu Jagannath- the guiding force of our lives... 🙏🙏
    Looking forward. pic.twitter.com/qSXf9pt4el

    — Aparajita Sarangi, Member of Parliament (@AprajitaSarangi) April 26, 2022 " class="align-text-top noRightClick twitterSection" data=" ">

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.