ETV Bharat / city

ଓଡିଶାରେ ଏପର୍ଯ୍ୟନ୍ତ 11 ହଜାର ନମୁନା ପରୀକ୍ଷା - Odisha corona sample test

ଏପର୍ଯ୍ୟନ୍ତ ରାଜ୍ୟରେ 11 ହଜାରରୁ ଅଧିକ କୋଭିଡ ୧୯ ନମୁନା ପରୀକ୍ଷା ହୋଇଛି । ମୋଟ ୧୧ ହଜାର ୭୪୮ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଛି । ଅଧିକ ପଢନ୍ତୁ...

ଓଡିଶାରେ ଏପର୍ଯ୍ୟନ୍ତ 11 ହଜାର ନମୁନା ପରୀକ୍ଷା

author img

By

Published : Apr 22, 2020, 12:32 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ଦିନ ନୂଆ ଆକ୍ରାନ୍ତ ସାମନାକୁ ଆସୁଛନ୍ତି । ଭୁବନେଶ୍ବର ପରେ ବାଲେଶ୍ବର ଓ ଯାଜପୁରରେ ପଜିଟିଭ ମାମଲା ବଢିଛି ।

ତେବେ ଏପର୍ଯ୍ୟନ୍ତ ରାଜ୍ୟରେ 11 ହଜାରରୁ ଅଧିକ କୋଭିଡ-୧୯ ନମୁନା ପରୀକ୍ଷା ହୋଇଛି । ଗତ ମଧ୍ୟରାତ୍ରି ୧୨ଟା ସୁଦ୍ଧା ଓଡିଶାରେ ୧୧ ହଜାର ୭୪୮ ଜଣଙ୍କ ସାମ୍ପଲ ଟେଷ୍ଟ ହୋଇଛି । ଭୁବନେଶ୍ବର ଏମ୍ସ, ଆରଏମଆରସି ଓ କଟକ ଏସସିବିରେ ଏହି ପରୀକ୍ଷା ସବୁ ହୋଇଛି ।

ମଙ୍ଗଳବାର ସୁଦ୍ଧା ପଜିଟିଭଙ୍କ ସଂଖ୍ୟା ୭୯ରେ ସୀମିତ ଅଛି । ରାଜ୍ୟରେ ପଜିଟିଭ ଶତକଡା 0.76 ପ୍ରତିଶତ ରହିଛି । ଏମାନଙ୍କ ମଧ୍ୟରୁ 29 ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣକର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା 49 ଜଣ ଚିକିତ୍ସିତ ହେଉଛନ୍ତି ।

ସୌଜନ୍ୟ@HFWOdisha

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.