ETV Bharat / city

ଛଅଟି ସ୍ୱତନ୍ତ୍ର ଟ୍ରେନରେ ମାସିକ/ତ୍ରୟମାସିକ ସିଜିନ ଟିକେଟ୍ ପୁନଃ ପ୍ରଚଳନ

author img

By

Published : Sep 20, 2021, 7:28 PM IST

ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା । ଛଅଟି ସ୍ୱତନ୍ତ୍ର ଟ୍ରେନରେ ମାସିକ/ତ୍ରୟମାସିକ ସିଜିନ ଟିକେଟ୍ ପୁନଃ ପ୍ରଚଳନ । ଅଧିକ ପଢନ୍ତୁ...

Monthly and quarterly season tickets reissue on six special trains east cost railway
ଛଅଟି ସ୍ୱତନ୍ତ୍ର ଟ୍ରେନରେ ମାସିକ/ତ୍ରୟମାସିକ ସିଜିନ ଟିକେଟ୍ ପୁନଃ ପ୍ରଚଳନ

ଭୁବନେଶ୍ବର: ଛଅଟି ସ୍ୱତନ୍ତ୍ର ଟ୍ରେନରେ ମାସିକ/ତ୍ରୟମାସିକ ସିଜିନ ଟିକେଟ୍ ପୁନଃ ପ୍ରଚଳନ | ଦୈନନ୍ଦିନ ଯାତାୟାତ କରୁଥିବା ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ, ପୂର୍ବତଟ ରେଳପଥ ଆଜି ଠାରୁ ଛଅ ଟି ସ୍ୱତନ୍ତ୍ର ଟ୍ରେନରେ ମାସିକ ସିଜିନ ଟିକେଟ୍ (ଏମଏସଟି) / ତ୍ରୟମାସିକ ସିଜିନ ଟିକେଟ୍ (କ୍ୟୁଏସଟି) ସହିତ ଟ୍ରେନ୍ ଯାତ୍ରାକୁ ଅନୁମତି ଦିଆଯାଇଛି।

1. 08428/08427 ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ ।
2. 08456/08455 ଖୋର୍ଦ୍ଧା ରୋଡ୍-କେନ୍ଦୁଝରଗଡ-ଖୋର୍ଦ୍ଧା ରୋଡ୍ ବିଶେଷ ଟ୍ରେନ ।
3. 08522/08521 ବିଶାଖାପାଟନମ୍-ଗୁଣୁପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ ।
4. 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ବିଶେଷ ଟ୍ରେନ ।
5. 08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ବିଶେଷ ଟ୍ରେନ ।
6. 07266/07265 ବିଶାଖାପାଟନମ୍-କାକିନଡା ବନ୍ଦର-ବିଶାଖାପାଟନମ୍ ବିଶେଷ ଟ୍ରେନ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.