ETV Bharat / city

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, 7 ଜିଲ୍ଲାରେ ପ୍ରବଳ ବର୍ଷା - ମୌସୁମୀ ସକ୍ରିୟ

ରାଜ୍ୟରେ ସକ୍ରିୟ ହେଉଛି ମୌସୁମୀ । ପଶ୍ଚିମ ଓ ଉତ୍ତର ଓଡିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ।

ସକ୍ରିୟ ହେଉଛି ମୌସୁମୀ, ଭିଜିବ ଓଡିଶା
author img

By

Published : Aug 26, 2019, 7:19 PM IST

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ସକ୍ରିୟ ହେବାରେ ଲାଗିଛି । ୨୮ ରେ ଦାନା ବାନ୍ଧିବ ଆଉ ଏକ ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟ ବର୍ଷାରେ ଭିଜିବା ନେଇ ପାଣିପାଗ ସୂଚନା ଦେଇଛି । ଉତ୍ତର ଓଡିଶାରୁ ଝାଡଖଣ୍ଡ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରାପ ଲାଇନ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ପାଣିପାଗ ଖବର: ଶୁଣନ୍ତୁ କଣ କହୁଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ?

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲା ଯଥା ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, ନୂଆପଡା, କେନ୍ଦୁଝର, ବଲାଙ୍ଗୀର, ଝାରସୁଗୁଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ସୋନପୁର, କଳାହାଣ୍ଡି, ବୌଦ୍ଧ, ମୟୁରଭଞ୍ଜ, ଢେଙ୍କାନାଳ, କେନ୍ଦ୍ରାପଡା ଅନୁଗୋଳ, ଯାଜପୁର, ଜଗତସିଂହପୁର, ଭଦ୍ରକ, ପୁରୀ, କଟକ ଆଦି ଜିଲ୍ଲାଗୁଡିକରେ ବର୍ଷା ହେବ । ଉପକୂଳବର୍ତୀ ଓଡ଼ିଶାରେ ୩୦ ରୁ ୪୦ କିମି ବେଗରେ ପବନ ବହିବ । ସେଥିପାଇଁ ସମୁଦ୍ର ଭିତରକୁ ଯିବାକୁ ମସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଧେଶକ ହବିବୁର ରହମାନ ବିଶ୍ବାସ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଇଟିଭି ଭାରତ

Intro:ପାଣିପାଗ ସମାଚାର

Body:ରାଜ୍ୟରେ ମୌସୁମୀ ସକ୍ରିୟ।୨୮ ରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ।ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ।ଉତ୍ତର ଓଡିଶା ଝାରଖଣ୍ଡ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ସକ୍ରିୟ ରହିଛି।ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଆସନ୍ତା ୨୪ ଘଣ୍ଟା ରେ ପଶ୍ଚିମ ଓଡିଶା ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲା ଗୁଡିକରେ ସୁନ୍ଦରଗଡ,ସମ୍ବଲପୁର,ବରଗଡ଼,ନୂଆପଡା,କେନ୍ଦୁଝର,ବଲାଙ୍ଗୀର,ନୂଆପଡା,ଝାରସୁଗୁଡାରେ ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ।ସେହିପରି ସୋନପୁର,କଳାହାଣ୍ଡି,ବୌଦ୍ଧ,ମୟୁରଭଞ୍ଜ,ଢେଙ୍କାନାଳ,କେନ୍ଦ୍ରାପଡା ଅନୁଗୁଲ,ଯାଜପୁର, ଜଗତସିଂହପୁର,ଭଦ୍ରକ,ପୁରୀ,କଟକ ଆଦି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବ।ଉପକୂଳବର୍ତୀ ଓଡ଼ିଶାରେ ୩୦ ରୁ ୪୦ କିମି ବେଗରେ ପବନ ବହିବ।ସମୁଦ୍ର ଭିତରକୁ ଯିବାକୁ ମସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଧେଶକ ହବିବୁର ରହମାନ ବିଶ୍ୱାସ କହିଛନ୍ତି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.