ETV Bharat / city

ଆଜିଠୁ ସ୍ମାର୍ଟସିଟିରେ ଗଡ଼ିଲା ‘ମୋ ବସ’ - ଭୁବନେଶ୍ବରର ଲାଇଫ ଲାଇନ ମୋ ବସ

ଭୁବନେଶ୍ବରର ଲାଇଫ ଲାଇନ କୁହାଯାଉଥିବା ‘ମୋ ବସ’ ସେବା ଆଜିଠାରୁ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

Mo bus
ଗଡ଼ିଲା ମୋ ବସ
author img

By

Published : Aug 4, 2020, 12:15 PM IST

ଭୁବନେଶ୍ବର: ଆଜିଠୁ(ମଙ୍ଗଳବାର) ପୁଣି କାର୍ଯ୍ୟକାରୀ ହେଲା ମୋ ବସ ସେବା । ସ୍ମାର୍ଟସିଟି ଭୁବନେଶ୍ବରରେ ଦୀର୍ଘ ୧୪ ଦିନ ପରେ ଗଡ଼ିଲା ମୋ ବସ । ଭୁବନେଶ୍ବରର ଲାଇଫ ଲାଇନ କୁହାଯାଉଥିବା ମୋ ବସ ସେବା ଆଜିଠାରୁ ଆରମ୍ଭ ହୋଇଛି ।,

ସ୍ମାର୍ଟସିଟିରେ ଗଡ଼ିଲା ମୋ ବସ

ରାଜଧାନୀର ୮ ଟି ରୁଟରେ ଗଡିଲା 8ଟି ନନ ଏସି ବସ୍ । ୧୧,୧୬,୧୮,୨୦,୨୩,୨୫,୨୭ ଓ ୩୩ ନମ୍ବର ରୁଟରେ ଗଡ଼ିବ ଏହି ବସ । ସକାଳ 7ଟାରୁ ଆରମ୍ଭ ହୋଇ ସଂନ୍ଧ୍ୟା ୭ ଟା ଯାଁଏ ଗଡିବ ମୋ ବସ । ସେ ରୁଟ ଗୁଡିକ ହେଲା ଶିଖରଚଣ୍ଡୀ ବିହାରରୁ ଲିଙ୍ଗିପୁର,ବରମୁଣ୍ଡାରୁ ଜଗତପୁରା,ମାଷ୍ଟର କ୍ୟାଣ୍ଟିଂନରୁ ଖୋର୍ଦ୍ଧା,ମାଷ୍ଟର କ୍ୟାଣ୍ଟିନରୁ ସମ ହସ୍ପିଟାଲ, ମାଷ୍ଟର କ୍ୟାଣ୍ଟିଂନରୁ ବିଜୁ ପଟ୍ଟନାୟକ ପାର୍କ-ସିଡିଏ, ମାଷ୍ଟର କ୍ୟାଣ୍ଟିଂନରୁ ଏମ୍ସ, ମାଷ୍ଟର କ୍ୟାଣ୍ଟିଂନରୁ ପିପିଲି, ମଞ୍ଚେଶ୍ବରରୁ ଡୁମୁଡୁମା । ଏହି ୮ ଟି ରୁଟରେ ଗଡିଲା ମୋ ବସ । ଯଦିଓ ମୋ ବସ ସେବା ଆରମ୍ଭ ହୋଇଛି, ତେବେ ଯାତ୍ରୀ ଖୁବ କମ ସଂଖ୍ୟକ ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.