ETV Bharat / city

ପ୍ରସାଦ ହରିଚନ୍ଦନ ଷ୍ଟାର ପ୍ରଚାରକ ଲିଷ୍ଟରୁ ବାଦ୍‌ ପ୍ରସଙ୍ଗ: ସୁର ରାଉତରାୟଙ୍କ ପ୍ରତିକ୍ରିୟା - ଓଡିଶା କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ବିବାଦ

ପ୍ରସାଦ ହରିଚନ୍ଦନ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁରେଶ କୁମାର ରାଉତରାୟ । ତେବେ ଦୁଇ ଜଣଙ୍କ ସ୍ଥାନ ଭିନ ଭିନ୍ନ । ଅଧିକ ପଢନ୍ତୁ

ପ୍ରସାଦ ହରିଚନ୍ଦନ ଷ୍ଟାର ପ୍ରଚାରକ ଲିଷ୍ଟରୁ ବାଦ୍‌ ପ୍ରସଙ୍ଗ: ସୁର ରାଉତରାୟଙ୍କ ପ୍ରତିକ୍ରିୟା

author img

By

Published : Feb 15, 2022, 6:14 PM IST

ଭୁବନେଶ୍ବର: ପ୍ରସାଦ ହରିଚନ୍ଦନ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୁରେଶ କୁମାର ରାଉତରାୟ । ତେବେ ଦୁଇ ଜଣଙ୍କ ସ୍ଥାନ ଭିନ ଭିନ୍ନ । ଜଣେ ଜ୍ଞାନର ଭଣ୍ଡାର ହେଲେ ଜଣେ ଧନର ଭଣ୍ଡାର ବୋଲି ସୁର କହିଛନ୍ତି ।

ପ୍ରସାଦ ହରିଚନ୍ଦନ ଷ୍ଟାର ପ୍ରଚାରକ ଲିଷ୍ଟରୁ ବାଦ୍‌ ପ୍ରସଙ୍ଗ: ସୁର ରାଉତରାୟଙ୍କ ପ୍ରତିକ୍ରିୟା

ଏଣୁ ଲକ୍ଷ୍ମୀ ସରସ୍ବତୀଙ୍କ ଝଗଡାରେ ଆମେ କେହି ପଡିବା ଠିକ୍‌ ନୁହେଁ । ତେବେ ଆର୍ଶୀବାଦରୁ ସବୁ ଠିକ୍‌ ହେଇଯିବ । ଏହି ଦୁଇ ଜଣଙ୍କୁ ନିର୍ବାଚନ ପରେ ମଧ୍ୟ ମୁଁ ବୁଝେଇବି ।

ସେହିପରି ଦଳର ଦଳର ଦୁହିଁଙ୍କ ଗୁରୁତ୍ୱ ରହିଛି ବୋଲି ସୁର କହିଛନ୍ତି । କଣ ଆଗକୁ ଉଭୟ କରିବେ ଓ ଦଳରେ କିଏ କେତେ କାର୍ଯ୍ୟ କରୁଛନ୍ତି ତାହା ଦଳର ମୁଖିଆ ସୋନିଆ ଗାନ୍ଧୀ ନେବେ ନିଷ୍ପତ୍ତି । ଏମାନଙ୍କ ଅନ୍ତର୍ଦ୍ୱନ୍ଦ ଦଳରେ କେବେବି ପ୍ରଭାବ ପକାଇବା ନାହିଁ ଲୋକ ସବୁ କିଛି ଜାଣିଛନ୍ତି ।

ଏଥର କଂଗ୍ରେସ ଭଲ କରିବ । ଆଉ ବିଶେଷ ଭାବେ ବିଜେପି ଓ ବିଜେଡିର କଳି ହିଁ ଆମକୁ ଫାଇଦା ଦେବେ ବୋଲି କହିଛନ୍ତି ବିଧାୟକ ସୁର ରାଉତ ରାୟ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.