ETV Bharat / city

ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର କୋରୋନା ପଜିଟିଭ

author img

By

Published : Aug 30, 2020, 6:35 PM IST

Updated : Aug 30, 2020, 7:39 PM IST

ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର କୋରୋନା ପଜିଟିଭ
ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର କୋରୋନା ପଜିଟିଭ

18:32 August 30

ବିଧାୟକ ଦେବୀ ପ୍ରସାଦ ମିଶ୍ର କୋରୋନା ପଜିଟିଭ ଚିହ୍ନଟ । ସୋସିଆଲ ମିଡିଆରେ ଖୋଦ୍ ପୋଷ୍ଟ କରି ଜଣାଇଛନ୍ତି ବିଧାୟକ ।

ଭୁବନେଶ୍ବର: କୋରୋନା କବଳରେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର । ସୋସିଆଲ ମିଡିଆରେ ଖୋଦ୍ ପୋଷ୍ଟ କରି ଜଣାଇଛନ୍ତି ବିଧାୟକ । 

ସେ କହିଛନ୍ତି ଯେ, ତାଙ୍କର ହୋଇଥିବା ଟେଷ୍ଟିଂର ଆନୁଷ୍ଠାନିକ କମ୍ୟୁନିକେସନରୁ କୋଭିଡ ପଜିଟିଭ ଥିବା ଜଣାପଡିଛି । ତାଙ୍କ ଅନ୍ୟ କର୍ମଚାରୀଙ୍କ ପରିବାର ବର୍ଗଙ୍କ ରିପୋର୍ଟ ନେଗେଟିଭ ଆସିଛି । 

ନିକଟରେ ବିଧାୟକ ଦେବୀଙ୍କ ଡ୍ରାଇଭର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ସେ ଶନିବାରଠୁ ଆଇସୋଲେସନରେ ରହିଛନ୍ତି । ବିଧାୟକ ଦେବୀ ଏହା ମଧ୍ୟ ଲେଖିଛନ୍ତି ଯେ, ମୋର ଏବେ କୌଣସି ସଂକ୍ରମଣର ବାହ୍ୟ ଲକ୍ଷଣ ନାହିଁ । ତାପମାତ୍ରା, ଅକ୍ସିଜେନ ଲେବଲ ଠିକ ଅଛି । କିନ୍ତୁ ମୁଁ ଡାଇବେଟିସ ରୋଗରେ ପୀଡିତ ଥିବାରୁ ଡାକ୍ତରଙ୍କ ପରାମର୍ଶ ନେଇଛି । ନଚେତ ମୋଟାମୋଟି ଭାବେ ମୋ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଅଛି । ଆଉ ଜରୁରୀ କାମ ଥିଲେ କନଫରେନ୍ସ ଜରିଆରେ କାମ କରୁଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 30, 2020, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.