ETV Bharat / city

ମିଶନ ଶକ୍ତି ମେଳା: ମମତାଙ୍କୁ ମିଳିଲା ନୂଆ ପରିଚୟ - ମମତାଙ୍କୁ ନୂଆ ପରିଚୟ ଦେଲା ମିଶନ ଶକ୍ତି ମେଳା

ରାଜଧାନୀରେ ଅନୁଷ୍ଠିତ ହୋଇଛି ମିଶନ ଶକ୍ତି ମେଳା। ଏହି ମେଳା ଅନେକ ମହିଳାଙ୍କୁ ରୋଜଗାରର ପନ୍ଥା ଦେଖାଉଥିବାବେଳେ ମମତାଙ୍କୁ ଦେଇଛି ନୂଆ ପରିଚୟ।ଅଧିକ ଖବର ପଢନ୍ତୁ...

mission shakti mela
ମିଶନ ଶକ୍ତି ମେଳା ଦେଲା ମମତାଙ୍କୁ ନୂଆ ପରିଚୟ
author img

By

Published : Dec 14, 2019, 3:07 PM IST

ଭୁବନେଶ୍ବର: ପ୍ରଥମ କରି ରାଜଧାନୀରେ ଅନୁଷ୍ଠିତ ହୋଇଛି ମିଶନ ଶକ୍ତିମେଳା । ଏହି ମେଳା ଗାଁ ଗହଳିର ମହିଳାଙ୍କୁ ନୂତନ ଦିଶା ଦେଖାଇବା ସହ ରୋଜଗାରର ପନ୍ଥା ବତାଇଦେଇଛି । ତେବେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଏହି ମିଶନ ଶକ୍ତି ମେଳା ପାଇଁ ଚର୍ଚ୍ଚା ଜୋର ଧରିଛି । ଆଉ ସନ୍ଧ୍ୟା ହେଲେ ପ୍ରଦର୍ଶନୀ ପଡିଆକୁ ଛୁଟୁଛି ଭୁବନେଶ୍ବରିଆଙ୍କ ସୁଅ । ଏହି ମେଳାରେ ମୁଖ୍ୟ ଆକର୍ଷଣ ପାଲଟିଛି ବାଉଁଶ ଓ ବେତ ଷ୍ଟଲ। ବାଲେଶ୍ଵର ଜିଲ୍ଲାର ସିମୁଳିଆ ଗାଁରୁ ଆସିଥିବା ସୃଷ୍ଟି ବେତ ବାଉଁଶ ମହିଳା ଉତ୍ପାଦକ ଏସଏସଜି ଗ୍ରୁପ ମମତା ସାହୁଙ୍କୁ ଏବେ ନୂଆ ପରିଚୟ ଦେଇପାରିଛି।

ମିଶନ ଶକ୍ତି ମେଳା ଦେଲା ମମତାଙ୍କୁ ନୂଆ ପରିଚୟ

ସୂଚନା ଅନୁସାରେ, ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ପାଇଁ ମମତା ଦିନେ ଅଧାରୁ ପାଠରେ ଢୋରି ବାନ୍ଧିଥିଲେ । ହେଲେ ମିଶନ ଶକ୍ତିରେ ଯୋଗ ଦେଇ ସେ ବାଉଁଶ କାରିଗରୀ ଉପରେ ଶିକ୍ଷା ଲାଭକରି ବେଶ ଭଲ ଦୁଇ ପଇସା ରୋଜଗାର କରିପାରିଛନ୍ତି ।

ଖବର ଥାଉକି, ମିଶନ ଶକ୍ତି ନିର୍ଦ୍ଦେଶାଳୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମ ଥର କରି ଏହି ମେଳାର ଆୟୋଜନ କରିଛି। ରାଜ୍ୟର ରାଜଧାନୀ ଭୁବନେଶ୍ବରସ୍ଥିତ ପ୍ରଦର୍ଶନୀ ପଡିଆରେ ଏହା ଆଜିଠାରୁ ଆସନ୍ତା 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ମେଳାରେ ସର୍ବମୋଟ 200 ଟି ଷ୍ଟଲରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରୁଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ,ଇଟିଭି ଭାରତ

Intro:ମିଶନ ଶକ୍ତି ମେଳା ଦେଲା ନୂଆ ମମତା ଙ୍କୁ ନୂଆ ପରିଚୟ,

ରାଜ୍ୟ ରେ ବର୍ତ୍ତମାନ ଜୋର ଧରିଛି ମିଶନ ଶକ୍ତି ମେଳା।ସନ୍ଧ୍ୟା ହେଲେ ଛୁଟୁଛି ଭୁବନେଶ୍ୱରିଆ ଙ୍କ ଗହଳି। ଅନ୍ୟ ପଟେ ବାଉଁଶ ଓ ବେତ ଷ୍ଟଲ ରେ ପାଲଟିଛି ଏହି ମେଳା ର ମୁଖ୍ୟ ଆକର୍ଷଣ। ବାଲେଶ୍ଵର ଜିଲ୍ଲାର ସିଲୁଳିଆ ଗାଁ ରୁ ଆସି ଥିବା ସୃଷ୍ଟି ବେତ ବାଉଁଶ ମହିଳା ଉତ୍ପାଦକ ଏସ ଏସ ଜି ଗ୍ରୁପ ମମତା ସାହୁ ଙ୍କୁ ନୂଆ ପରିଚିୟ ଦେଇ ପାରିଛି। ମମତା ଙ୍କ କହିବା ଅନୁସାରେ ସେ ନିଜର ପରିବାର ର ଆର୍ଥିକ ସ୍ଥିତି ଭଲ ନଥିବା ରୁ ପାଠ ପଢିବା ପାଇଁ ବଂଚିତ ଥିଲେ। ହେଲେ ମିଶନ ଶକ୍ତି ରେ ଯୋଗ ଦେଇ ସେ ବାଉଁଶ କାରିଗରୀ ଉପରେ ଶିକ୍ଷା ଲାଭ କରି ବେଶ ଭଲ ଦୁଇ ପଇସା ରେଜଗାର କରିପାରିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ,
ମିଶନ ଶକ୍ତି ନିର୍ଦେଶାଳୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟ ରେ ପ୍ରଥମ ଥର କରି ଏହି ମେଳାର ଆୟେଜନ କରିଛି। ରାଜ୍ୟ ର ରାଜଧାନୀ ଭୁବନେଶ୍ବର ସ୍ତିତ ପ୍ରଦର୍ଶନି ପଡିଆ ରେ ଏହା ଆଜିଠାରୁ ଆସନ୍ତା 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବା। ସର୍ବମୋଟ 200 ଟି ଷ୍ଟଲ ରେ 400 ମହିଳା ନିଜର ହାତ ତିଆରି ଜିନିଷ ବିକ୍ରି କରିବେ।

ବାଇଟ ମମତା ସାହୁ

Body:ମିଶନ ଶକ୍ତି ମେଳା ଦେଲା ନୂଆ ମମତା ଙ୍କୁ ନୂଆ ପରିଚୟ,

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.