ETV Bharat / city

ମିଶନ ଶକ୍ତି ମେଳା: ବଢୁଛି ଆଦିବାସୀ ଅଳଙ୍କାରର ଚାହିଦା - mission sakti mela tribal urnament news

ଆରମ୍ଭ ହୋଇଛି ମିଶନ ଶକ୍ତି ମେଳା । ଭୁବନେଶ୍ବର ପଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଥିବା ଏହି ମେଳାରେ ପାରମ୍ପରିକ ଆଦିବାସୀ ଅଳଙ୍କାର କିଣିବା ପାଇଁ ରାଜଧାନୀବାସୀଙ୍କ ଭିଡ଼ ଦେଖିବାକୁ ମିଳିଛି ।

_mission sakti mela
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Dec 7, 2019, 3:11 PM IST

ଭୁବନେଶ୍ବର: ଆରମ୍ଭ ହୋଇଛି ମିଶନ ଶକ୍ତି ମେଳା । ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହୋଇଥିବା ଏହି ମେଳାରେ ପାରମ୍ପରିକ ଆଦିବାସୀ ଅଳଙ୍କାର କିଣିବା ପାଇଁ ରାଜଧାନୀବାସୀଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଡିସେମ୍ବର 5ରୁ ଆରମ୍ଭ ହୋଇଥିବା ଏହି ମେଳାରେ ସାରା ରାଜ୍ୟର 200 ଟି ମହିଳା ଏସଏସଜି ଗ୍ରୁପ ନିଜର ହାତ ତିଆରି ଜିନିଷ ବିକ୍ରି କରୁଛନ୍ତି । ଯେଉଁଥିରେ ମୁଖ୍ୟ ଆକର୍ଷଣ ପାଲଟିଛି ନବରଙ୍ଗପୁରରୁ ଆସିଥିବା ଆଦିବାସୀ ଅଳଙ୍କାର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆଧୁନିକତାର ଚାକଚାକ୍ୟ ଭିତରେ ଅନେକ ଆଦିବାସୀ ଅଳଙ୍କାର ହଜିଯାଉଛି । ଯାହାର ପୁନଃ ଉଦ୍ଧାର କରିବା ସହ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆଦିବାସୀ ମାନଙ୍କ ଅଳଙ୍କାରକୁ ବିକ୍ରି କରାଯାଉଛି । ଆଦିବାସୀଙ୍କ ଗିନୀ ମାଳି, ଲବଙ୍ଗ ଖାତି, ନାନୁ, ଚାପସରି ଭଳି ଅନେକ ଅଳଙ୍କାର ଏଠାରେ ଦେଖିବାକୁ ମିଳୁଛି । ଯାହାକୁ କିଣିବା ପାଇଁ ଲୋକଙ୍କ ଭିଡ଼ ଜମୁଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ପାରମ୍ପରିକ ଆଦିବାସୀ ଅଳଙ୍କାର କିଣିବା ରେ ଲାଗୁଛି ରାଜଧାନୀ ବାସୀଙ୍କ ଭିଡ଼।

ଦିନ କୁ ଦିନ ରାଜଧାନୀ ରେ ଜୋର ଧରୁଛି ମିଶନ ଶକ୍ତି ମେଳା। ସାରା ରାଜ୍ୟ ରୁ ଆସିଥିବା 200 ମହିଳା ଏସ ଏସ ଜି ଗ୍ରୁପ ନିଜର ହାତ ତିଆରି ଜିନିଷ ବିକ୍ରି କରୁଛନ୍ତି। ଯେଉଁଥିରେ ମୁଖ୍ୟ ଆକର୍ଷଣ ପାଲଟିଛି ନବରଙ୍ଗପୁର ରୁ ଆସିଥିବା ଆଦିବାସୀ ଅଳଙ୍କାର ରେ। ଆଧୁନିକତା ର ଚାକଚାକ୍ୟ ଭିତରେ ଅନେକ ଆଦିବାସୀ ଅଳଙ୍କାର ବି ହଜିଯାଉଛି।ଯାହାର ପୁନଃ ଉଦ୍ଧାର କରିବା ସହ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆଦିବାସୀ ମାନଙ୍କ ଅଳଙ୍କାର କୁ ବିକ୍ରି କରାଯାଉଛି। ଆଦିବାସୀ ଙ୍କ ଗିନୀ ମାଳି, ଲବଙ୍ଗ ଖାତି, ନାନୁ, ଚାପସରି, ଭଳି ଅନେକ ଅଳଙ୍କାର ଏଠାରେ ଦେଖିବା କୁ ମିଳୁଛି। ଯାହାର କୁ କିଣିବା ପାଇଁ ଲୋକ ଙ୍କ ଭିଡ଼ ଜମୁଛି।

ବାଇଟ ନୀଳମଣି ଖାତି ,

Body:ପାରମ୍ପରିକ ଆଦିବାସୀ ଅଳଙ୍କାର କିଣିବା ରେ ଲାଗୁଛି ରାଜଧାନୀ ବାସୀଙ୍କ ଭିଡ଼।

ଦିନ କୁ ଦିନ ରାଜଧାନୀ ରେ ଜୋର ଧରୁଛି ମିଶନ ଶକ୍ତି ମେଳା। ସାରା ରାଜ୍ୟ ରୁ ଆସିଥିବା 200 ମହିଳା ଏସ ଏସ ଜି ଗ୍ରୁପ ନିଜର ହାତ ତିଆରି ଜିନିଷ ବିକ୍ରି କରୁଛନ୍ତି। ଯେଉଁଥିରେ ମୁଖ୍ୟ ଆକର୍ଷଣ ପାଲଟିଛି ନବରଙ୍ଗପୁର ରୁ ଆସିଥିବା ଆଦିବାସୀ ଅଳଙ୍କାର ରେ। ଆଧୁନିକତା ର ଚାକଚାକ୍ୟ ଭିତରେ ଅନେକ ଆଦିବାସୀ ଅଳଙ୍କାର ବି ହଜିଯାଉଛି।ଯାହାର ପୁନଃ ଉଦ୍ଧାର କରିବା ସହ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆଦିବାସୀ ମାନଙ୍କ ଅଳଙ୍କାର କୁ ବିକ୍ରି କରାଯାଉଛି। ଆଦିବାସୀ ଙ୍କ ଗିନୀ ମାଳି, ଲବଙ୍ଗ ଖାତି, ନାନୁ, ଚାପସରି, ଭଳି ଅନେକ ଅଳଙ୍କାର ଏଠାରେ ଦେଖିବା କୁ ମିଳୁଛି। ଯାହାର କୁ କିଣିବା ପାଇଁ ଲୋକ ଙ୍କ ଭିଡ଼ ଜମୁଛି।

ବାଇଟ ନୀଳମଣି ଖାତି ,

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.