ETV Bharat / city

ରାଜଧାନୀରେ ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

author img

By

Published : Dec 17, 2019, 9:42 PM IST

ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଧୀନ ଷ୍ଟେସନ ବଜାରରେ ଥିବା ଏକ ହୋଟେଲରେ ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏ ଘଟଣାର ଛାନଭିନ କରୁଥିବା ବେଳେ, ଥାନାରେ 2 ଜଣଙ୍କୁ ଅଟକ ରଖିଛି।

Misbehave Complain to Bangla woman in the capital
ରାଜଧାନୀରେ ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଧୀନ ଷ୍ଟେସନ ବଜାରରେ ଥିବା ଏକ ହୋଟେଲରେ ଏଭଳି ଘଟଣା ଘଟିଛି। ଏଥିରେ ହୋଟେଲର ମ୍ୟାନେଜର ଓ ସୁଇପର ଜଡିତ ଥିବା ଅଭିଯୋଗ ହୋଇଛି।ସେପଟେ ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସର ଛାନଭିନ କରୁଛି। ଏହା ସହିତ ଥାନାରେ 2 ଜଣଙ୍କୁ ଅଟକ ରଖିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବଙ୍ଗିୟ ଯୁବତିକୁ ଭୁବନେଶ୍ବର ରେ ଅସଦାଚରଣ

Body:ବଙ୍ଗିୟ ଯୁବତିକୁ ଭୁବନେଶ୍ବର ରେ ଅସଦାଚରଣ।ଲକ୍ଷ୍ମିସାଗର ଥାନା ଅନ୍ତରଗତ ଷ୍ଟେସନ ସ୍କୋୟାରରେ ନିୟୁ ଆଶିର୍ଵାଦ ହୋଟେଲରେ ଅସଦାଚରଣ।ହୋଟେଲର ମାନେଜର ଓ ସୁଇପର ଅସଦାଚରଣ କରିଥିବା ଥାନାରେ ଅଭିଯୋଗ।ଲକ୍ଷ୍ମିସାଗର ପୋଲିସର ଛାନଭିନ ଜାରି।ଘଟଣାରେ ଦୁଇଜଣ ଅଟକ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.