ETV Bharat / city

ମହଲତ ଆଗରୁ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ମନ୍ତ୍ରୀ - bhubaneswar

କାର୍ଯ୍ୟର ଯୋଗଦେବା ଦିନ ଠାରୁ କଣ କଣ ପଦକ୍ଷେପ ନେଇଛନ୍ତି ଆଉ କଣ କରିବାକୁ ଯୋଜନା କରିଛନ୍ତି ସେ ନେଇ ସବୁ ମନ୍ତ୍ରୀ ଧାର୍ଯ୍ୟ ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ମନ୍ତ୍ରୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 6, 2019, 9:50 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଲେ ମନ୍ତ୍ରୀ । କାର୍ଯ୍ୟର ଯୋଗଦେବା ଦିନ ଠାରୁ କଣ କଣ ପଦକ୍ଷେପ ନେଇଛନ୍ତି ଆଉ କଣ କରିବାକୁ ଯୋଜନା କରିଛନ୍ତି, ସେ ନେଇ ସବୁ ମନ୍ତ୍ରୀ ଧାର୍ଯ୍ୟ ସମୟ ପୂର୍ବରୁ ରିପୋର୍ଟ ଦେଇଛନ୍ତି । ପ୍ରଥମେ ରିପୋର୍ଟ ଦେବାକୁ ଜୁଲାଇ 7କୁ କଣ୍ଟ ରହିଥିଲା । ହେଲେ ଯେହେତୁ 7 ତାରିଖ ରବିବାର ପଡୁଛି, ସେଥିପାଇଁ ଦିନଙ୍କ ଆଗରୁ ରିପୋର୍ଟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ସବୁ ବିଭାଗ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମାସକର ପ୍ରଦର୍ଶନକୁ ନେଇ କାହାକୁ କେତେ ମାର୍କ ଦେଉଛନ୍ତି ମୁଖିଆ, ତା ପରବର୍ତ୍ତୀ ସମୟରେ ସମୀକ୍ଷାବେଳେ ଜଣାପଡିବ ।

ସେପଟେ ଏହାକୁ ଏକ ପ୍ରହସନ ବୋଲି କହିଛି କଂଗ୍ରେସ । କୌଣସି ମନ୍ତ୍ରୀ ରିପୋର୍ଟ ସଠିକ ଭାବେ ଦେଇ ନ ଥିବେ । ମାସକରେ କି ରିପୋର୍ଟ ପ୍ରକାଶ ପାଇବ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.