ETV Bharat / city

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍କଳ ବିଶ୍ଵବିଦ୍ୟାଳୟକୁ ସରପ୍ରାଇଜ ଭିଜିଟ - ସରପ୍ରାଇଜ ଭିଜିଟ

ଉତ୍କଳ ବିଶ୍ବବିଦ୍ୟାଳୟକୁ ଅକସ୍ମାତ ପରିଦର୍ଶନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । 27 ଗୋଟି ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହ ମତ ବିନିମୟ କରିଥିଲେ । ଅଧିକ ପଢ଼ନ୍ତୁ...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍କଳ ବିଶ୍ଵବିଦ୍ୟାଳୟକୁ ସରପ୍ରାଇଜ ଭିଜିଟ
author img

By

Published : Oct 24, 2019, 4:42 AM IST

ଭୁବନେଶ୍ବର: ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉତ୍କଳ ବିଶ୍ଵବିଦ୍ୟାଳୟକୁ ସରପ୍ରାଇଜ ଭିଜିଟ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ସମସ୍ତ 27 ଗୋଟି ବିଭାଗର ବିଭାଗୀୟ ମୁଖ୍ୟଙ୍କ ସହ ମତ ବିନିମୟ କରିଥିଲେ । 5T ଲାଗୁ କରିବା ପାଇଁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ।

minister arun sahu, surprise visit, utkal university, ଉଚ୍ଚଶିକ୍ଷା ମନ୍ତ୍ରୀ, ଉତ୍କଳ ବିଶ୍ଵବିଦ୍ୟାଳୟ, ସରପ୍ରାଇଜ ଭିଜିଟ, ଅରୁଣ ସାହୁ
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍କଳ ବିଶ୍ଵବିଦ୍ୟାଳୟକୁ ସରପ୍ରାଇଜ ଭିଜିଟ

ପ୍ରୋକ୍ଟୋରିଆଲ ସିଷ୍ଟମ ଲାଗୁ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ମନ୍ତ୍ରୀ ଅରୁଣ । ମେଣ୍ଟରିଙ୍ଗ ସିଷ୍ଟମ ଲାଗୁ କରିବା ସହ ଅଧ୍ୟାପକ, ଛାତ୍ର ଛାତ୍ରୀ ଏବଂ ଅଭିଭାଵକ ମଧ୍ୟରେ ସୌହାର୍ଦ୍ଦ୍ୟ ପୁର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । ସେଥିପାଇଁ ସମସ୍ତ ଅଧ୍ୟାପକଙ୍କୁ କିଛି କିଛି ଛାତ୍ର ଛାତ୍ରୀଙ୍କ ଦାୟିତ୍ବ ନେଇ ସେମାନଙ୍କ ଅଭିଭାବକଙ୍କ ସହ ଯୋଗାଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଛି।

ପ୍ରତିଷ୍ଠା ଦିବସ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ଲାଟିନମ ଜୁବଲିର ଉଦଘାଟନ ଓ ଉଦ୍ୟାପନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା । କିଭଳି ଉତ୍ସବକୁ ସଫଳ କରାଯାଇପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଉଛଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ କୁ ସରପ୍ରାଇଜ୍ ଭିଜିଟ୍ କରିଛନ୍ତି ।ଏହି ଅବସରରେ ମନ୍ତ୍ରୀ ସମସ୍ତ 27 ଗୋଟି ବିଭାଗ ର ବିଭାଗୀୟ ମୁଖ୍ୟ ମାନଙ୍କ ସହିତ ମତ ବିନିମୟ କରିଥିଲେ।
Body: 5T ଲାଗୁ କରିବା ପାଇଁ ପରାମର୍ଶ ଦେଇଥିଲେ ମନ୍ତ୍ରୀ
Proctorial system ଲାଗୁ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହା ସହ
Mentroing system ଲାଗୁ କରିବା ସହିତ ସମସ୍ତ ଅଧ୍ୟାପକ ,ଛାତ୍ର ଛାତ୍ରୀ ଏବଂ ଅଭିଭାଵକ ମଧ୍ୟରେ ସୌହାର୍ଧ୍ୟ ପୁର୍ଣ ବାତାବରଣ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । Conclusion:ସେଥି ପାଇଁ ସମସ୍ତ ଅଧ୍ୟାପକ ଙ୍କୁ କିଛି କିଛି ଛାତ୍ର ଛାତ୍ରୀ ଙ୍କ ଦାୟିତ୍ୱ ନେଇ ସେମାନଙ୍କ ଅଭିବାବକଙ୍କ ସହିତ contact କରିବା ପାଇଁ ନିଷ୍ପତ୍ତି ହେଇଛି। ପ୍ରତିଷ୍ଠା ଦିବସ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟ ର Platinum Jubilee ର ଉଦଘାଟନ ଓ ଉଦଯାପନ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ହୋଇଥିଲା। କିଭଳି ଉତ୍ସବ କୁ ସଫଳ କରାଯାଇପାରିବ ଆଲୋଚନା ହୋଇଥିଲା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.