ETV Bharat / city

ଭୁବନେଶ୍ବର-ନୟାଗଡ଼ ଟାଉନ ମଧ୍ୟରେ ଗଡ଼ିବ ମେମୁ ଟ୍ରେନ

author img

By

Published : Nov 9, 2021, 7:28 PM IST

ଚଳିତ ମାସ ୧୫ ତାରିଖ ଠାରୁ ଭୁବନେଶ୍ବର-ନୟାଗଡ଼ ଟାଉନ ମଧ୍ୟରେ ଗଡ଼ିବ ମେମୁ ଟ୍ରେନ । ଅଧିକ ପଢନ୍ତୁ...

ଭୁବନେଶ୍ବର-ନୟାଗଡ଼ ଟାଉନ ମଧ୍ୟରେ ଗଡ଼ିବ ମେମୁ ଟ୍ରେନ
ଭୁବନେଶ୍ବର-ନୟାଗଡ଼ ଟାଉନ ମଧ୍ୟରେ ଗଡ଼ିବ ମେମୁ ଟ୍ରେନ

ଭୁବନେଶ୍ବର: ଯାତ୍ରୀଙ୍କ ସୁବିଧା ଉପରେ ଏବେ ଅଧିକ ଧ୍ୟାନ ଦେଉଛି ରେଳ ବିଭାଗ । ଚଳିତ ମାସ 15 ତାରିଖ ଠାରୁ ଭୁବନେଶ୍ବର ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଆରମ୍ଭ ହେବ ଟ୍ରେନ ଚଳାଚଳ । ବର୍ତ୍ତମାନର ପାରମ୍ପାରିକ କୋଚ୍ ବଦଳାଇ ମେମୁ ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ବର ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଚଳିତ ମାସ 15 ତାରିଖ ଠାରୁ ଆରମ୍ଭ ହେବ ଟ୍ରେନ ଚଳାଚଳ । ବର୍ତ୍ତମାନର ପାରମ୍ପାରିକ କୋଚ୍ ବଦଳାଇ ମେମୁ ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି । 08423/08424 ଭୁବନେଶ୍ବର-ନୟାଗଡ଼ ଟାଉନ୍-ଭୁବନେଶ୍ବର ସ୍ପେଶାଲ୍ ଭୁବନେଶ୍ବରରୁ 15 ନଭେମ୍ବରଠାରୁ ଏବଂ ନୟାଗଡ଼ ଟାଉନରୁ 16 ନଭେମ୍ବର ଠାରୁ ମେମୁ ଟ୍ରେନ କୋଚ ସହିତ ଚଳାଚଳ କରିବ ।

ଏହି ଟ୍ରେନର ଗଠନରେ ୬ଟି ମେମୁ କୋଚ୍ ଏବଂ ଦୁଇଟି ମୋଟର କାର୍ ମେମୁ କୋଚ୍ ଉପଲବ୍ଧ ରହିବ । ଏହି ଟ୍ରେନ୍ ପାଇଁ ସ୍ଥିରୀକୃତ ସମୟ ସାରଣୀ ଓ ରହଣି ସ୍ଥାନ ପୂର୍ବପରି ଅପରିବର୍ତ୍ତିତ ରହିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.