ETV Bharat / city

ବଦଳିବ ନୂଆପଲ୍ଲୀ ବେହେରାସାହି ମୁଖ୍ୟରାସ୍ତାର ରୂପରେଖ, ଆଜି ଭୂମି ପୂଜନ - ବେହେରାସାହି ମୁଖ୍ୟ ରାସ୍ତା ଭୂମି ପୂଜନ

ପୌର ନିର୍ବାଚନରେ ଦେଇଥିବା କଥା ଦେଇ କଥା ରଖିଛନ୍ତି କର୍ପୋରେଟର । ରାଜଧାନୀ ନୁଆପଲ୍ଲୀ ବେହେରାସାହି ୱାର୍ଡ ନଂ ୩୭ର ମୁଖ୍ୟ ରାସ୍ତାର ଶୁକ୍ରବାର ଭୂମି ପୂଜନ ହେବ । ଅଧିକ ପଢନ୍ତୁ

nayapally beherasahi main road
nayapally beherasahi main road
author img

By

Published : May 13, 2022, 2:23 PM IST

Updated : May 15, 2022, 6:19 AM IST

ଭୁବନେଶ୍ବର: ପୌର ନିର୍ବାଚନରେ ଦେଇଥିବା କଥା ଦେଇ କଥା ରଖିଛନ୍ତି କର୍ପୋରେଟର । ରାଜଧାନୀ ନୟାପଲ୍ଲୀ ବେହେରାସାହି ୱାର୍ଡ ନଂ ୩୭ର ମୁଖ୍ୟ ରାସ୍ତାର ଆଜି (ଶୁକ୍ରବାର) ଭୂମି ପୂଜନ ହେବ । ମୁଖ୍ୟ ରାସ୍ତାଟି ଦୀର୍ଘ ବର୍ଷ ହେବ ଅବହେଳିତ ହୋଇ ପଡିଥିଲା । ଯାହାକୁ ନେଇ ନାନା ସମସ୍ୟା ଭୋଗୁଥିଲେ ଲୋକ । ନୂତନ କର୍ପୋରେଟର ବନ୍ଦିତା ପାଲ ନିର୍ବାଚିତ ପରେ ତାଙ୍କର ପ୍ରଥମ ପ୍ରାଧାନ୍ୟ ରାସ୍ତା ନିର୍ମାଣ ଉପରେ ଗୁରୁତ୍ବ ଦେଇଛନ୍ତି ।

nayapally beherasahi main road
nayapally beherasahi main road

ଭୁବନେଶ୍ବର ମହାନଗର ନିଗର ଦ ୱାର୍ଡ ଟ୍ରାଫିକ ଛକଠାରୁ NH -16 ଭାୟା ରାଧାକ୍ରିଷ୍ଣା କ୍ଲବ ପର୍ଯ୍ୟନ୍ତ ରାସ୍ତା ଉନ୍ନତି କରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଅପରାହ୍ନ 4ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବ । ରାସ୍ତା ନିର୍ମାଣ ପାଇଁ ପ୍ରକଳ୍ପ ବାବଦକୁ 4 କୋଟି 5 ଲକ୍ଷ 13 ହଜାର 939 ଟଙ୍କା ଖର୍ଚ୍ଚ ହେବ । ଭୂମିପୂଜାରେ ସମସ୍ତ ୱାର୍ଡବାସୀଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି । ରାସ୍ତାଟି ନିର୍ମାଣ ହେଲେ ଲୋକଙ୍କ ଗମନା ଗମନ ସୁବିଧା ହୋଇପାରିବ ।

ଭୂମିପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ୱାର୍ଡ ନଂ ୩୭ କର୍ପୋରେଟର ବନ୍ଦିତା ପାଲ, ୱାର୍ଡ ନଂ ୩୮ କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀ ଜେନା ଉପସ୍ଥିତ ରହିବେ ।

ବ୍ୟୁରାେ ରିପୋର୍ଟ, ଇଟିଭି ଭାରତ

Last Updated : May 15, 2022, 6:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.