ETV Bharat / city

ବୁଧବାରରୁ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ, ପ୍ରଥମ ପର୍ଯ୍ୟାୟରେ 8 ଜିଲ୍ଲା ସାମିଲ - Odisha mass Drug Administration campaign news

ବୁଧବାରରୁ ରାଜ୍ୟରେ ଆରମ୍ଭ ହେବ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ । ପ୍ରଥମ ପର୍ଯ୍ୟାୟରେ 8ଟି ଜିଲ୍ଲା ସାମିଲ ନେଇ ସୂଚନା । ଅଧିକ ପଢନ୍ତୁ

ବୁଧବାରରୁ ଆରମ୍ଭ ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ, ପ୍ରଥମ ପର୍ଯ୍ୟାୟରେ 8 ଜିଲ୍ଲା ସାମିଲ

author img

By

Published : Feb 8, 2022, 9:28 PM IST

ଭୁବନେଶ୍ବର: ଆସନ୍ତାକାଲି(ବୁଧବାର) 'ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ'ର ଶୁଭାରମ୍ଭ । ପ୍ରଥମ ପର୍ଯ୍ୟାୟରେ 8 ଟି ଜିଲ୍ଲା ସାମିଲ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦୁଇଟି ପର୍ଯ୍ୟାୟରେ "ମାସ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଅଭିଯାନ" କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ 10 ଫେବୃଆରୀରୁ 8ଟି ଜିଲ୍ଲାରେ ଏହି ଅଭିଯାନ କରାଯିବ । ସେହି ଜିଲ୍ଲାଗୁଡିକ ହେଲା ଅନୁଗୋଳ, ବାଲେଶ୍ୱର, କଟକ, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ନୟାଗଡ଼ ଏବଂ ନୂଆପଡା ଠାରେ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟରେ 10 ମାର୍ଚ୍ଚରୁ 7 ଟି ଜିଲ୍ଲାରେ ଆରମ୍ଭ କରାଯିବ । ସେହି ଜିଲ୍ଲାଗୁଡିକ ହେଲା ବରଗଡ, କେନ୍ଦୁଝର, କନ୍ଧମାଳ, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡରେ ଆରମ୍ଭ ହେବ । ଏହି ଅଭିଯାନ ଆସନ୍ତାକାଲି ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.