ETV Bharat / city

ଟ୍ରେଡ ୟୁନିଅନର ଧର୍ମଘଟ ଡାକରାକୁ ମାସାର ସମର୍ଥନ - bbsr news

କେନ୍ଦ୍ର ସରକାରଙ୍କ ଶ୍ରମିକ-କୃଷକ ତଥା ଜନ ବିରୋଧୀ ନୀତି ବିରୋଧରେ ଦେଶର ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ଏହାକୁ ମାସା ପକ୍ଷରୁ ସମର୍ଥନ ଜଣାଯାଇଛି।ଅଧିକ ଖବର ପଢନ୍ତୁ..

masa-supports-labors-protest
ଶ୍ରମିକ ବିରୋଧୀ ସମାବେଶକୁ ମାସାର ସମର୍ଥନ
author img

By

Published : Dec 2, 2019, 9:30 PM IST

ଭୁବନେଶ୍ବର: ଆସନ୍ତା ବର୍ଷ ଜାନୁଆରୀ 8 ତାରିଖରେ କେନ୍ଦ୍ର ସରକାରଙ୍କ ଶ୍ରମିକ-କୃଷକ ତଥା ଜନ ବିରୋଧୀ ନୀତି ବିରୋଧରେ ଦେଶର ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ଏହାକୁ ମଜଦୂର ଅଧିକାର ସଂଘର୍ଷ ଅଭିଯାନ (ମାସା) ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି ।

ଶ୍ରମିକ ବିରୋଧୀ ସମାବେଶକୁ ମାସାର ସମର୍ଥନ

ଦୁଇ ଦିନି ଧରି ସ୍ଥାନୀୟ ଲୋହିଆ ଏକାଡେମୀ ଠାରେ ମାସା ପକ୍ଷରୁ ଚାଲିଥିବା ସମାବେଶର ଶେଷ ଦିନରେ ନେତା ସଞ୍ଜୟ ସିଙ୍ଗଭୀ ଏହା ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଶ୍ରମିକ ବିରୋଧୀ ଶ୍ରମିକ ସଂହିତା ବିଲ ଗୁଡିକର ଫିକସଡ଼ ଟର୍ମ ନିଯୁକ୍ତି ନେଇ ପ୍ରସ୍ତାବ ରଖାଯିବ ।

ସେହିପରି ୟୁନିଅନ ଗଠନ ଏବଂ ବନ୍ଦ କରିବାକୁ ସୀମିତ କରିବା ପାଇଁ କଠିନ ଆଇନ, ଶ୍ରମିକଙ୍କୁ ମନଇଚ୍ଛା କାମରେ ଲଗାଇବା ଓ ବାହାର କରିବାର ପ୍ରାବଧାନ ଥିବା ଇଣ୍ଡଷ୍ଟ୍ରିଆଲ ରିଲେସନ ବିଲ ଏବଂ ୱେଜ କୋଡ଼ ବିଲ ପାଇଁ କେନ୍ଦ୍ରୀୟ ନିୟମରେ ଥିବା କାର୍ଯ୍ୟ ଦିବସକୁ 9 ଘଣ୍ଟାରୁ 16 ଘଣ୍ଟା ପର୍ଯ୍ୟନ୍ତ ବିସ୍ତାର କରାଯିବା ପ୍ରସ୍ତାବ ରହିଛି । ଯାହାକୁ ପ୍ରତ୍ୟାହାର କରି ନେବାକୁ ମାସା ପକ୍ଷରୁ ଦାବି କରାଯାଇଛି ।

ଏହା ଛଡା ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ କେନ୍ଦ୍ର ସହ ଘରୋଇ କରଣ କରି କର୍ପୋରେଟ ପ୍ରିତି ଦେଖାଇବା ସହ ଶ୍ରମିକ ମାରଣ ନୀତି ପନ୍ଥା ଆପଣେଇଛନ୍ତି । ଯାହାକୁ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବା ସହ ଲୋକଙ୍କ ନିକଟରେ ଏହାକୁ ଉପସ୍ଥାପିତ କରାଯିବ ବୋଲି ସେ କହିଛନ୍ତି । ଆଜିର ଏହି ସମ୍ମିଳନୀରେ ଓଡିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରମିକ ନେତାମାନେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତା ବର୍ଷ ଜାନୁଆରୀ 8 ତାରିଖରେ କେନ୍ଦ୍ର ସରକାରଙ୍କ ଶ୍ରମିକ -କୃଷକ ତଥା ଜନ ବିରୋଧୀ ନୀତି ବିରୁଦ୍ଧରେ ଦେଶର ଟ୍ରେଡ଼ ୟୁନିଅନ ମିଳିତ ମଞ୍ଚ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି।ଯାହାକୁ ମଜଦୂର ଅଧିକାର ସଂଘର୍ଷ ଅଭିଯାନ(ମାସା)ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି।

Body:ସ୍ଥାନୀୟ ଲୋହିଆ ଏକାଡେମୀ ଠାରେ ଅଭିଯାନ ପକ୍ଷରୁ ଦୁଇ ଦିନି ଧରି ଚାଲିଥିବା ଜାତୀୟ କମିଟି ବୈଠକ ର ଶେଷ ଦିନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ନେତା ସଞ୍ଜୟ ସିଙ୍ଗଭୀ ଏହା ପ୍ରକାଶ କରିଛନ୍ତି।ସେ ଆହୁରି ପ୍ରକାଶ କରିଛନ୍ତି କି ଶ୍ରମିକ ବିରୋଧୀ ଶ୍ରମିକ ସଂହିତା ବିଲ ଗୁଡିକୁ ଫିକସଡ଼ ଟର୍ମ ନିଯୁକ୍ତିର ପ୍ରସ୍ତାବ ରଖିଥିବା,ୟୁନିଅନ ଗଠନ ଏବଂ ବନ୍ଦ କରିବାକୁ ସୀମିତ କରିବା ପାଇଁ କଠିନ ଆଇନ,ଶ୍ରମିକଙ୍କୁ ମନଇଚ୍ଛା କାମରେ ଲଗାଇବା ଓ ବାହାର କରିବା ର ପ୍ରାବଧାନ ଥିବା ଇଣ୍ଡଷ୍ଟ୍ରିଆଲ ରିଲେସନ ବିଲ ଏବଂ ୱେଜ କୋଡ଼ ବିଲ ପାଇଁ କେନ୍ଦ୍ରୀୟ ନିୟମରେ ଥିବା କାର୍ଯ୍ୟ ଦିବସକୁ 9 ଘଣ୍ଟାରୁ 16 ଘଣ୍ଟା ପର୍ଯ୍ୟନ୍ତ ବିସ୍ତାର କରାଯିବା ପ୍ରସ୍ତାବ ରହିଛି।ଯାହାକୁ ପ୍ରତ୍ୟାହାର କରି ନେବାକୁ ମାସା ପକ୍ଷରୁ ଦାବି କରାଯାଇଛି।ଏହା ଛଡା ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକୁ କେନ୍ଦ୍ରସର ଘରୋଇ କରଣ କରି କର୍ପୋରେଟ ପ୍ରତି ଦେଖାଇବା ସହ ଶ୍ରମିକ ମାରଣ ନୀତି ପନ୍ଥା ଆପଣାଇଥିବା କହିଛନ୍ତି।ଯାହାକୁ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବା ସହ ଲୋକଙ୍କ ନିକଟରେ ଏହାକୁ ଉପସ୍ଥାପିତ କରାଯିବ ବୋଲି ସେକହିଛନ୍ତି।ଆଜିର ଏହି ସମ୍ମିଳନୀରେ ଓଡିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରମିକ ନେତାମାନେ ଯୋଗ ଦେଇଥିଲେ।
ବାଇଟ-ସଞ୍ଜୟ ସିଙ୍ଗଭୀ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.