ETV Bharat / city

ଆଖିବୁଜିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ - ଓଡିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ

ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଖିବୁଜିଛନ୍ତି ହେମାନନ୍ଦଙ୍କ ଝିଅ ମଞ୍ଜୁଲତା ବିଶ୍ବାଳ । ଅଧିକ ପଢନ୍ତୁ...

ଆଖି ବୁଜିଲେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ

author img

By

Published : Apr 23, 2021, 10:27 PM IST

ଭୁବନେଶ୍ବର: ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଖିବୁଜିଛନ୍ତି ହେମାନନ୍ଦଙ୍କ ଝିଅ ମଞ୍ଜୁଲତା ବିଶ୍ବାଳ ।

44 ବର୍ଷୀୟ ମଞ୍ଜୁଲତା ସମ୍ବଲପୁର ବାମରା ବ୍ଲକର ଗୋବିନ୍ଦପୁର ପଞ୍ଚାୟତରେ ସମିତି ସଭ୍ୟା ଥିଲେ । ସୂଚନା ଅନୁଯାୟୀ, ମଞ୍ଜୁଲତା ଯକୃତ କର୍କଟରେ ପୀଡିତ ଥିଲେ । ଗତ ତିନିମାସ ଧରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେ । ତାଙ୍କ ଦେହାନ୍ତ ପରେ ବାମରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.