ETV Bharat / city

ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ, ଚାଟ ଖାଉଥିବା ବେଳେ ମରଣାନ୍ତକ ଆକ୍ରମଣ - ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ

ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ
ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ
author img

By

Published : Mar 21, 2021, 9:16 PM IST

Updated : Mar 21, 2021, 10:22 PM IST

21:06 March 21

ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ, ଚାଟ ଖାଉଥିବା ବେଳେ ମରଣାନ୍ତକ ଆକ୍ରମଣ

ଭୁବନେଶ୍ବର:ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ । ମଞ୍ଚେଶ୍ବର ଥାନା ପାଣ୍ଡରା ଛକରେ ଚାଟ୍ ଖାଉଥିବା ବେଳେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । 

ଗୁରୁତର ଯୁବକ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି । କମିଶନରେଟ ପୋଲିସର ଛାନଭିନ୍ ଜାରି। ଆକ୍ରମଣର କାରଣ  ଅସ୍ପଷ୍ଟ । ପୂର୍ବ ଶତୃତାକୁ ନେଇ ଆକ୍ରମଣ ସନ୍ଦେହ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ 

Last Updated : Mar 21, 2021, 10:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.