ETV Bharat / city

ମନ୍ଦିର ଯାଇ ଗୁଡି ଉଡାଇ ମକର ପାଳିଲେ ରାଜଧାନୀବାସୀ - ମକର ପାଳିଲେ ରାଜଧାନୀବାସୀ

ଭୁବନେଶ୍ବରରେ ପାଳିତ ହୋଇଯାଇଛି ମକର ସଂକ୍ରାନ୍ତି । ସକାଳୁ ସକାଳୁ ମନ୍ଦିର ଯିବା ସହ ଗୁଡି ଉଡାଇ ମକରପାଳିଳେ ପିଲା ଠୁ ବୟସ୍କ । ଅଧିକ ପଢନ୍ତୁ...

makar
ମନ୍ଦିର ଯାଇ ଗୁଡି ଉଡାଇ ମକର ପାଳିଲେ ରାଜଧାନୀବାସୀ
author img

By

Published : Jan 16, 2020, 4:43 AM IST

ଭୁବନେଶ୍ବର: ପବିତ୍ର ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ଗତି କରନ୍ତି । ଫଳରେ ଦିନର ପରିସୀମା ବୃଦ୍ଧି ପାଇବା ସହିତ ରାତି ଛୋଟ ହେବା ଆରମ୍ଭ କରିଥାଏ । ତେଣୁ ଏହି ଦିନକୁ ସାରାଦେଶର ବିଭିନ୍ନ ପ୍ରାନ୍ତରରେ ଲୋକମାନେ ବିଭିନ୍ନ ନାମରେ ଯଥା ପୋଙ୍ଗଲ, ମାଘି, ଲୋହାରି, ପେଡା ପଂଗଡ଼ ଓ ମକର ମେଳା ଆଦି ଭାବରେ ପାଳନ କରିଥାନ୍ତି ।

ମନ୍ଦିର ଯାଇ ଗୁଡି ଉଡାଇ ମକର ପାଳିଲେ ରାଜଧାନୀବାସୀ

ଏହି ଅବସରରେ ଲୋକମାନେ ମନ୍ଦିର ଯାଇ ଦେବାଦେବୀଙ୍କ ପୂଜାର୍ଚ୍ଚନା କରିବା ସହ ସୁ-ସ୍ବାଦୁ ଭୋଜନ କରି ଖିଆପିଆ କରିଥାନ୍ତି । ଓଡିଶାରେ ଏହି ଦିନ ମକର ଚାଉଳ ଭୋଗ କରାଯାଇ ପ୍ରଥମେ ଭଗବାନଙ୍କ ପାଖରେ ଭୋଗଲଗାଯିବା ପରେ ପରସ୍ପର ଖାଇବା ସହିତ ଗୁଡି ଉଡାଇ ମଜ ନେଇଥାନ୍ତି ।

ଏହି ଦିନ ସମସ୍ତ କାମଧନ୍ଦା ବନ୍ଦ ରଖି ଲୋକମାନେ ଏକତ୍ରିତ ଛୁଆ ଠାରୁ ବୟସ୍କ ଗୁଡି ପ୍ରସ୍ତୁତ କରି ଉଡାଇ ଏହାର ମଜା ନେଉଥିବା ଦେଖିବାକୁ ମିଳୁଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି।ଏହି ଦିନ ଠାରୁ ସୂର୍ଯ୍ୟ ଦକ୍ଷିଣାୟନ ରୁ ଉତ୍ତରାୟଣ ଗତି କରନ୍ତି।ଫଳରେ ଦିନର ପରିସୀମା ବୃଦ୍ଧି ପାଇବା ସହିତ ରାତି ଛୋଟ ହେବା ଆରମ୍ଭ କରିଥାଏ।ତେଣୁ ଏହି ଦିନକୁ ସାରାଦେଶର ବିଭିନ୍ନ ପ୍ରାନ୍ତରରେ ଲୋକମାନେ ବିଭିନ୍ନ ନାମରେ ଯଥା ପୋଙ୍ଗଲ,ମାଘି,ଲୋହାରି,ପେଡା ପଂଗଡ଼,ମକର ମେଳା ଆଦି ଭାବରେ ପାଳନ କରାଯାଏ।ଏହି ଅବସରରେ ଲୋକମାନେ ମନ୍ଦିର ଯାଇ ଦେବଦେବୀଙ୍କ ପୂଜାର୍ଚ୍ଚନା କରିବା ସହିତ ସୁସ୍ୱାଦୁ ଖାଦ୍ୟ କରି ଖିଆପିଆ କରିଥାନ୍ତି।

Body:ଆମ ଓଡିଶାରେ ଏହି ଦିନ ମକର ଚାଉଳ ଭୋଗ କରାଯାଇ ପରସ୍ପର ଖାଇବା ସହିତ ଗୁଡି ଉଡାଇବା ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିଛି।ଏଥିପାଇଁ କାମଧନ୍ଦା ଛାଡି ଗୁଡି ଓ ସୂତା ପ୍ରସ୍ତୁତ କରି ଛୋଟ ରୁ ବୟସ୍କ ପର୍ଯ୍ୟନ୍ତ ଲୋକମାନେ ଏକତ୍ରିତ ହୋଇ ଏହାର ମଜା ନେଉଥିବା ଦେଖିବାକୁ ମିଳୁଛି।ଇଟିଭି ଭାରତ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ ଙ୍କ ରିପୋର୍ଟ,

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.